Latest Odisha News

BREAKING NEWS

ଟେଷ୍ଟ କ୍ରିକେଟରୁ ଅବସର ନେବେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ଏ ବିସିସିଆଇକୁ ମଧ୍ୟ ଜଣାଇଛନ୍ତି। ତେବେ ଏପରି ସ୍ଥିତିରେ ଇଂଲଣ୍ଡ ଗସ୍ତରେ ସେ ସାମିଲ ହେବାର ସମ୍ଭାବନା ବହୁତ କମ୍ ଦେଖାଯାଉଛି। ବୋର୍ଡର ଜଣେ…

ମିଶାଇଲ୍ ଆଟାକ ପରେ ୩ ଏୟାରବେସ୍ ବନ୍ଦ କଲା ପାକ୍

ନୂଆଦିଲ୍ଲୀ: ପାକିସ୍ତାନ ବାୟୁସେନା ଘାଟି ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କରିଥିବା ନେଇ ସେନା ଶନିବାର ପ୍ରକାଶ କରିଛି। ଯେଉଁଥିରେ ସେନା ମୁଖ୍ୟାଳୟ ନିକଟ ତଥା ଇସଲାମାବାଦର ଉପକଣ୍ଠରେ ଥିବା ଗୋଟିଏ ଏୟାରବେସ୍ ଅନ୍ତର୍ଭୁକ୍ତ। ସାମରିକ ମୁଖପାତ୍ର ଅହମ୍ମଦ ସରିଫ ଚୌଧୁରୀ ସରକାରୀ…

ଭାରତର ବିରୋଧ ସତ୍ତ୍ୱେ ଆଇଏମଏଫ ପାକିସ୍ତାନକୁ ଦେଲା ଋଣ; ଜାଣନ୍ତୁ କେତେ ଋଣ ପାରିତ ହେଲା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଶୁକ୍ରବାର ପାକିସ୍ତାନ ପାଇଁ ୧ ବିଲିୟନ ଆମେରିକୀୟ ଡଲାରର ଋଣ ମଞ୍ଜୁର କରିଛି। ବିଦ୍ୟମାନ ଏକ୍ସଟେଣ୍ଡେଡ୍ ଫଣ୍ଡ ସୁବିଧା ଅଧୀନରେ ପାକିସ୍ତାନକୁ ପ୍ରାୟ ୧ ବିଲିୟନ ଡଲାରର ତୁରନ୍ତ ସହାୟତା ମଞ୍ଜୁର କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ…

ଭାରତରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ଉପଲବ୍ଧ ରହିଛି: ପ୍ରହଲ୍ଲାଦ ଯୋଶୀ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରିତଶୋଧ କାର୍ଯ୍ୟାନୁଷ୍ଠାନ କରି ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନରେ ଥିବା ନଅଟି ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଛି ଭାରତ । ଏହାପରେ ପାକିସ୍ତାନ ବିକଳ ହୋଇ ଭାରତର ଚାରୋଟି ରାଜ୍ୟର ଅନେକ ସ୍ଥାନରେ ଡ୍ରୋନ ଆକ୍ରମଣ କରିବା ସହ ସୀମାରେ…

ଭାରତର ୨୬ ସ୍ଥାନରେ ପାକିସ୍ତାନ ଡ୍ରୋନ ଆକ୍ରମଣକୁ ପଣ୍ଡ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଶୁକ୍ରବାର ଦିନ ମଧ୍ୟ ପାକିସ୍ତାନ ଭାରତର ଅନେକ ସ୍ଥାନରେ ଡ୍ରୋନ୍ ବ୍ୟବହାର କରି ଦ୍ରୁତ ଆକ୍ରମଣ କରିଥିଲା ​​କିନ୍ତୁ ଭାରତୀୟ ସେନା ଏହି ଆକ୍ରମଣଗୁଡ଼ିକୁ ପଣ୍ଡ କରିଥିଲା। ଭାରତୀୟ ସେନା ଆକାଶରେ ହିଁ ଡ୍ରୋନଗୁଡିକୁ ଖସାଇ ଦେଇଥିଲା। ଉତ୍ତରରେ ବାରାମୁଲ୍ଲା ଠାରୁ ଦକ୍ଷିଣରେ ଭୁଜ…

ସାରା ଦେଶରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ-ପାକିସ୍ତାନ ମଧ୍ୟରେ ଆକ୍ରମଣ ଚରମ ସୀମାରେ ପହଞ୍ଚିଛି । ପାକିସ୍ତାନ ଦ୍ବାରା କରାଯାଉଥିବା ଗୁଳିବର୍ଷା ଓ ଡ୍ରୋନ୍ ଆକ୍ରମଣର ଉପଯୁକ୍ତ ଯବାବ ଦଉଛି ଭାରତୀୟ ସେନା । ଏହି ସମୟ ମଧ୍ୟରେ ସାରା ଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ…

ପୁଣି ବାଲୁଚୀ ବିଦ୍ରୋହୀଙ୍କ ପାକିସ୍ତାନ ସେନା ଉପରେ ବଡ଼ ଆକ୍ରମଣ, ଅନେକ ଅଞ୍ଚଳ କବଜା

ବେଲୁଚିସ୍ତାନ: ପୁଣିଥରେ ବେଲୁଚିସ୍ତାନରେ, ବେଲୁଚ୍ ବିଦ୍ରୋହୀମାନେ ପାକିସ୍ତାନୀ ସେନା ଏବଂ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ବଡ଼ ଧରଣର ଆକ୍ରମଣ କରିଛନ୍ତି । ବେଲୁଚିସ୍ତାନର ସ୍ୱାଧୀନତା ଦାବି କରୁଥିବା ବେଲୁଚ୍ ବିଦ୍ରୋହୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଅନେକ ଅଞ୍ଚଳରେ,…

ମିସା ଆଇନ୍‌ରେ ବନ୍ଦୀ ହୋଇଥିବା ୪୪ ସଂଗ୍ରାମୀଙ୍କୁ ମିଳିବ ପେନ୍‌ସନ

ଭୁବନେଶ୍ୱର: ଓଡିଆ ଅସ୍ମିତାର ନିଦର୍ଶନ ସ୍ବରୂପ ବରପୁତ୍ର ଓ ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପ୍ରକ୍ରିୟାରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଭତ୍ତା ବୃଦ୍ଧି କରାଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା…

ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଦେଶର ୨୪ଟି ବିମାନବନ୍ଦରକୁ ୧୫ମେ ସକାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଏପରି ପରିସ୍ଥିତିରେ ରେଳମନ୍ତ୍ରୀ ଅଧିକାରୀଙ୍କ ସହ ଏକ ବୈଠକ କରି ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ।…

ଶ୍ରୀନଗର ବିମାନବନ୍ଦର ସମେତ ସମଗ୍ର ଅଞ୍ଚଳରେ ପାକିସ୍ତାନର ୧୫ଟି ଡ୍ରୋନ୍ ଆକ୍ରମଣ ପ୍ରୟାସ ବିଫଳ

ଶ୍ରୀନଗର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ପାକିସ୍ତାନ ଗତକାଲି ପରି ଆଜି ପୁଣି ରାତିରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିବା ଆରମ୍ଭ କରିଦେଇଛି । ଜମ୍ମୁ-କଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର ସୀମାନ୍ତ ଅଞ୍ଚଳରେ ଡ୍ରୋନ ଆକ୍ରମଣ ଏବଂ ଗୁଳିଚାଳନା ଆରମ୍ଭ ହୋଇଛି ।…