Latest Odisha News

BREAKING NEWS

ସିନ୍ଧୁ ଜଳ ଚୁକ୍ତି ମାମଲାରେ ପାକିସ୍ତାନକୁ ସାହାଯ୍ୟ କରିବାକୁ ମନା କଲା ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ: ପାକିସ୍ତାନକୁ ଲାଗିଲା ଝଟକା । ବିଶ୍ୱ ବ୍ୟାଙ୍କ ମୁଖ୍ୟ ଅଜୟ ବାଙ୍ଗା ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଛନ୍ତି। ସେ ସିନ୍ଧୁ ଜଳ ଚୁକ୍ତି (IWT) ଉପରେ ଏକ ବିବୃତ୍ତି ଦେଇଛନ୍ତି। ବାଙ୍ଗା ସ୍ପଷ୍ଟ କରିଛନ୍ତି ଯେ, ମଧ୍ୟସ୍ଥତା ବ୍ୟତୀତ ଆମର ଅନ୍ୟ କୌଣସି ଭୂମିକା ନାହିଁ। ବାଙ୍ଗା…

ତୁର୍କୀ ଡ୍ରୋନ୍ ବ୍ୟବହାର କରି ଭାରତର ୩୬ଟି ସ୍ଥାନକୁ ଟାର୍ଗେଟ କରିଥିଲା ପାକିସ୍ତାନ: ଏମଇଏ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧରେ ଭାରତର 'ଅପରେସନ୍ ସିନ୍ଦୂର' ଦ୍ୱାରା ବିଚଳିତ ପାକିସ୍ତାନ ଗୁରୁବାର ରାତିରେ ଉତ୍ତର ଏବଂ ପଶ୍ଚିମ ଭାରତର ଅନେକ ସାମରିକ ଘାଟି ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ବିଫଳ ପ୍ରୟାସ କରିଛି । ଭାରତୀୟ ବାୟୁ ପ୍ରତିରକ୍ଷା…

ଯୁଦ୍ଧ ବିଚଳିତ କରୁଛି କି?, ଆପଣାନ୍ତୁ ଏହି ଉପାୟ….

ଭୁବନେଶ୍ୱର : ବଢ଼ିଚାଲିଛି ଭାରତ – ପାକିସ୍ତାନ ଉତ୍ତେଜନା। ଯୁଦ୍ଧ ଘୋଷଣା ହୋଇନଥିଲେ ବି ସ୍ଥିତି ପୁରା ଯୁଦ୍ଧର। ଲଗାତାର ପାକିସ୍ତାନ ପକ୍ଷରୁ ଆକ୍ରମଣ ଜାରି ରହିଥିବା ବେଳେ, ଏହାର ଜବାବ ଦେଇଚାଲିଛି ଭାରତ। ଆଉ ପୁଣି ପାକିସ୍ତାନ ଉପରେ କିଛି ବଡ଼ ପ୍ରହାର ନେଇ ପ୍ରସ୍ତୁତ ହେଉଛି। ବଢୁଥିବା ଏଇ…

ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଆଉ ଏକ କୈଫିୟତ୍ ତଲବ ନୋଟିସ ଜାରି

ପୁରୀ: ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଆଉ ଏକ କୈଫିୟତ୍ ତଲବ ନୋଟିସ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l ନୋଟିସ ପାଇବାର ଦୁଇ ଦିନ ମଧ୍ୟରେ କୈଫିୟତ୍ ଦାଖଲ କରିବାକୁ ସମୟ ଦିଆଯାଇଛି l ଏହି ସମୟ ଭିତରେ ସନ୍ତୋଷ ଜନକ କୈଫିୟତ୍ ହସ୍ତଗତ ନହେଲେ, ଶ୍ରୀଜଗନ୍ନାଥ ମନ୍ଦିର…

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ବୀର ଯବାନଙ୍କ ସମ୍ମାନର୍ଥେ “ଜୟ ହିନ୍ଦ୍ ତ୍ରିରଙ୍ଗା ଯାତ୍ରା”

ଭୁବନେଶ୍ଵର: ଆଜି ଅଖିଳ ଭାରତ କଂଗ୍ରେସ କମିଟିର ଆହ୍ଵାନକ୍ରମେ ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପାକିସ୍ଥାନର ଆତଙ୍କବାଦକୁ ଦମନ କରିବା ପାଇଁ ବୀରତ୍ବ, ଅସୀମ ସାହସ, ଅମାପଶକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଥିବା ଭାରତୀୟ ଯବାନମାନଙ୍କର ସମ୍ମାନର୍ଥେ…

ରୋହିଙ୍ଗ୍ୟା ମୁସଲମାନମାନଙ୍କର ଭାରତରେ ରହିବାର ଆଇନଗତ ଅଧିକାର ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କ ଅବସ୍ଥା ପୁଣି ଥରେ ଖବରର ଶିରୋନାମାରେ ରହିଛି । ଦିଲ୍ଲୀରୁ ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ସମ୍ଭାବ୍ୟ ନିର୍ବାସନ ଉପରେ ସ୍ଥଗିତାଦେଶ ଦେବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି । ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଦୀପଙ୍କର…

ଜୈସଲମେରରେ ଡ୍ରୋନ୍ ଏବଂ ଆତସବାଜି ନିଷେଧ

ରାଜସ୍ଥାନ: ଭାରତ-ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି ଜୈସଲମେରରେ ପ୍ରଶାସନର ବଡ଼ ନିଷ୍ପତ୍ତି। ଜୈସଲମେର ଜିଲ୍ଲାରେ ବାଣ ଦୋକାନ ବନ୍ଦ ରହିବ। ବାଣ ଫୁଟାଇବା, ବିକ୍ରୟ କରିବା ଏବଂ କିଣିବା ଉପରେ ସମ୍ପୂର୍ଣ୍ଣ ନିଷେଧ ରହିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଆଦେଶର ଉଲ୍ଲଂଘନ ହେଲେ,…

ଜମ୍ମୁରୁ ଫେରିବେ ଓଡ଼ିଆ ଛାତ୍ର: ଜାରି ହେଲା ହେଲ୍ପଲାଇନ ନମ୍ବର

ଭୁବନେଶ୍ୱର: ଲଗାତାର ୩–୪ ଦିନ ହେବ ଜମ୍ମୁ ଅଶାନ୍ତ ରହିଥିବା ବେଳେ ଏବେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିଛନ୍ତି ଓଡ଼ିଶା ସରକାର। ଜମ୍ମୁର କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଜାରି ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ…

ଘନାଉଛି ଯୁଦ୍ଧ ଆଶଙ୍କା: ଟେରିଟୋରିଆଲ୍ ଆର୍ମିକୁ ମିଳିଲା ଡାକରା

ନୂଆଦିଲ୍ଲୀ: ଏପେ ପୁଣି ଭାରତ ପାକିସ୍ତାନ ଉପରେ କିଛି ବଡ଼ ପଦକ୍ଷେପ ନେବ ଆଶଙ୍କା ଭିତରେ, ନିଜର ସୁରକ୍ଷାକୁ ପୁରା କଡ଼ାକଡି କରିଛି। ଜଳ, ସ୍ଥଳ, ଆକାଶ ସବୁକୁ ସଜାଗ ରହିବାକୁ ନିର୍ଦ୍ଦେଶ ମିଳିଥିବା ଭିତରେ ଏବେ ଟେରିଟୋରିଆଲ୍ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ…

ଭାରତ-ପାକିସ୍ତାନ ମୁହାଁମୁହିଁ: କାହିଁକି ମୌନ ମୁଦ୍ରାରେ ଆମେରିକା?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଅପରେସନ୍ ସିନ୍ଦୂର । ଏୟାରଷ୍ଟ୍ରାଇକ୍ କରି ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀ ଅଡ୍ଡାକୁ ଟାର୍ଗେଟ୍ କରିଥିଲା ଭାରତ । ଏହାପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ରହିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଯୁଦ୍ଧ ରୋକିବାକୁ କୌଣସି…