Latest Odisha News

BREAKING NEWS

ପଞ୍ଜାବର ଫିରୋଜପୁରରେ ଖସିଲା ପାକିସ୍ତାନ ଡ୍ରୋନ୍, ଗୋଟିଏ ପରିବାର ଆହତ

ଫିରୋଜପୁର: ପାକିସ୍ତାନ ପୁଣିଥରେ ସୀମାରେ ଗୁଳିମାଡ଼ ଆରମ୍ଭ କରିଛି । ଏହା ସହିତ, ଜମ୍ମୁ-କଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର ଅନେକ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ ଦେଖାଯାଇଛି । ଭାରତୀୟ ସେନା ଦ୍ୱାରା ଆକାଶ ମାର୍ଗରେ ଅନେକ ଡ୍ରୋନକୁ ନଷ୍ଟ କରାଯାଇଛି । ଏହି ସମୟ ଭିତରେ ପଞ୍ଜାବରେ ୫ଟି…

ଏମ୍ସରେ ଛୁଟି ବାତିଲ,ଅତି ଶୀଘ୍ର କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଛୁଟି ବାତିଲ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚିକିତ୍ସା ଆଧାର ବ୍ୟତୀତ ଅନ୍ୟ କୌଣସି ଅଧିକାରୀଙ୍କୁ କୌଣସି ପ୍ରକାରର ଛୁଟି ମଞ୍ଜୁର କରାଯିବ ନାହିଁ। ଏହା ସହିତ ପୂର୍ବରୁ ମଞ୍ଜୁର ହୋଇଥିବା…

ପଠାନକୋଟ ସୀମାନ୍ତବର୍ତ୍ତୀ ହିମାଚଳ ଅଞ୍ଚଳରେ ‘ହାଇ ଆଲର୍ଟ’

ସିମଲା: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି ଯେ ପଞ୍ଜାବର ପଠାନକୋଟ ସୀମାବର୍ତ୍ତୀ ରାଜ୍ୟର ଅଞ୍ଚଳରେ 'ହାଇ ଆଲର୍ଟ' ଜାରି କରାଯାଇଛି । ଏହା ସହିତ, ହିମାଚଳର ନୁରପୁର ଏବଂ ଇନ୍ଦୋରା ସୀମାନ୍ତ ଅଞ୍ଚଳରେ ବିମାନ ଆକ୍ରମଣ ସତର୍କତା ସାଇରନ୍ ବାଜିଲେ 'ବ୍ଲାକଆଉଟ୍'…

ପାକିସ୍ତାନ ହାତରୁ ଯାଇପାରେ ପରମାଣୁ ଅସ୍ତ୍ର

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ ପରମାଣୁ ଅସ୍ତ୍ରର ବ୍ୟବହାର କରାଯିବା ଆଶଙ୍କା ରହିଛି । ଯାହାକୁ ନେଇ ସାରା ବିଶ୍ୱ ଚିନ୍ତାରେ ରହିଛି । ପାକିସ୍ତାନରେ ପରମାଣୁ ଅସ୍ତ୍ର ସୁରକ୍ଷିତ ନାହିଁ ବୋଲି ଖବର ପ୍ରକାଶ ପାଇଥିଲା । ୯/୧୧ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ…

ଇଂଲଣ୍ଡ ବିପକ୍ଷରେ ନୂଆ ଅଧିନାୟକ, ନୂତନ ଟିମ !

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟର ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି । ତାଙ୍କ ଅବସର ପରେ ଟିମ ଇଣ୍ଡିଆର ନେତୃତ୍ୱ କିଏ ନେବ ତାହା ନେଇ ଆଲୋଚନା ଆରମ୍ଭ ହୋଇଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ୨୦୨୫-୨୭ର ସିରିଜ…

ଭାରତ-ପାକିସ୍ତାନ ଉତ୍ତେଜନା: ମେ’ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ଦେଶର ୩୨ ବିମାନବନ୍ଦର

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, କେନ୍ଦ୍ର ସରକାର ଦେଶର ୩୨ଟି ବିମାନବନ୍ଦରକୁ ମେ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।   ଗୁରୁବାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘୋଷଣା କରିଥିଲା ​​ଯେ ୨୪ଟି ବିମାନବନ୍ଦର ସାଧାରଣ ଲୋକଙ୍କ ପାଇଁ ୧୦ ମେ…

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ; ଉରି ଏବଂ ପୁଞ୍ଚ ସେକ୍ଟରରେ ପ୍ରବଳ ଗୁଳିମାଡ

ଶ୍ରୀନଗର: ପୁଣିଥରେ, ପାକିସ୍ତାନ ଦ୍ୱାରା ସୀମା ପାରରୁ ଅସ୍ତ୍ରବିରତି ଉଲ୍ଲଂଘନର ନୂତନ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ସନ୍ଧ୍ୟାରେ ଉରି ସେକ୍ଟରରେ ପ୍ରବଳ ଗୁଳିବର୍ଷା ଆରମ୍ଭ କରିଦେଇଛି ପାକିସ୍ତାନ, ଯାହା ଫଳରେ ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଏହା ପରେ,…

୩୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରୀ କୋତ୍ତାଗୁଡେମ ଜିଲ୍ଲା ଏସପିଙ୍କ ନିକଟରେ ୩୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।ତେଲଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସମସ୍ତ ୩୮ ଜଣ ମାଓବାଦୀ ଛତିଶଗଡ ବିଜାପୁର ଜିଲ୍ଲାର ବୋଲି ଜଣାପଡିଛି । ସେମାନେ ନକ୍ସଲବାଦ ପରିତ୍ୟାଗ…

ଓଡ଼ିଶା ରାଜ୍ୟ ପାନୀୟ ନିଗମ ଓ ଅବକାରୀ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶା ରାଜ୍ୟ ପାନୀୟ ନିଗମର କାର୍ଯ୍ୟାଳୟରେ ସେଣ୍ଟ୍ରାଲ ସିସିଟିଭି ମନିଟରିଙ୍ଗ୍‌ ସିଷ୍ଟମ, ଅଟୋ ଇଣ୍ଡେଟିଂ ଅନୁମୋଦନ ସିଷ୍ଟମ, ଓଡ଼ିଶା ରାଜ୍ୟ ପାନୀୟ ନିଗମର ସରକାରୀ ଟ୍ରେଜେରୀ ସହିତ ସଂଯୋଗୀକରଣର ଉଦ୍‌ଘାଟନ କରିଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ…

ଏସିଆ କପ ସମୟରେ ହୋଇପାରେ ଆଇପିଏଲର ବାକି ତକ ମ୍ୟାଚ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଇପିଏଲକୁ ସାମୟିକ ଭାବେ ସ୍ଥଗିତ କରିଛି । ଆଇପିଏଲରେ ଏବେ ୧୬ଟି ମ୍ୟାଚ ଖେଳାଯିବାକୁ ବାକି ରହିଛି । ଏଥିପାଇଁ ୧୦ରୁ ୧୨ ଦିନର ସମୟର ଆବଶ୍ୟକତା ରହିଛି । ଭାରତ-ପାକିସ୍ତାନ…