ଫରଚ୍ୟୁନର ଭଳି ଦୌଡିବ ଟିଭିଏସର ଏହି ଗାଡ଼ି…
ନୂଆଦିଲ୍ଲୀ: ଟିଭିଏସ ମୋଟର କମ୍ପାନୀ ଏହାର ସୁପର ପ୍ରିମିୟମ୍ ମୋଟରସାଇକେଲ୍ ଆପାଚି RR310 ର 2025 ସଂସ୍କରଣ ଲଞ୍ଚ କରିଛି। ନୂତନ ସଂସ୍କରଣର ପ୍ରାରମ୍ଭିକ ଏକ୍ସ-ଶୋ’ରୁମ୍ ମୂଲ୍ୟ ₹୨,୭୭,୯୯୯ ଲକ୍ଷ।
ଏହି ବାଇକ୍ ଏସିଆ ରୋଡ୍ ରେସିଂ ଚାମ୍ପିଅନସିପ୍ (ARRC)ରେ 1:49.742 ସେକେଣ୍ଡ ଲାପ୍…