Latest Odisha News

BREAKING NEWS

ଭାରତର ମକ୍ ଡ୍ରିଲ ନିର୍ଦ୍ଦେଶ, ପାକିସ୍ତାନର ମନ୍ତ୍ରୀ ଛାନିଆ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଭାରତର ଆକ୍ରମଣର ଭୟ ଘାରିଛି। ପଡ଼ୋଶୀ ଦେଶରେ ଏତେ ଭୟ ଯେ ସେମାନେ ବାରମ୍ବାର କହୁଛନ୍ତି, ଭାରତ ଯେ କୌଣସି ସମୟରେ ଆକ୍ରମଣ କରିପାରେ। ଏବେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି, ଭାରତ ଏଲଓସିରେ ଯେ କୌଣସି…

ଭାରତର ଆକ୍ରମଣ ଭୟରେ ଶୋଇପାରୁନି ପାକିସ୍ତାନ; ରାତି ଅଧରେ ଏଲଓସିରେ ପାକ୍ ସେନାର ଫାୟାରିଂ

ଶ୍ରୀନଗର: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ । ଗତକାଲି ରାତିରେ ପାକିସ୍ତାନ ନିୟନ୍ତ୍ରଣ ରେଖା (LoC) ଆରପାରିରେ ଥିବା ପୋଷ୍ଟରୁ ଗୁଳି ଚଳାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ, ପାକିସ୍ତାନୀ ସେନା…

କମ୍ବିଂ ଅପରେସନ୍‌ ସମୟରେ ୪ଟି ଆଇଇଡି ଠାବ, ନିଷ୍କ୍ରିୟ କଲା ସୁରକ୍ଷାବାହିନୀ

ରାୟଗଡ଼ା: କିଛି ଦିନର ବ୍ୟବଧାନ ପରେ ରାୟଗଡ଼ା ଜିଲ୍ଲାରେ ପୁଣି ସକ୍ରିୟ ହୋଇଉଠିଛନ୍ତି ମାଓବାଦୀ । କମ୍ବିଂ ଅପରେସନ୍‌ ସମୟରେ ଅମ୍ବାଦଳା ଥାନାର ଜଗଦଲପୁର ଓ ଶରଧାପୁର ଅଞ୍ଚଳରୁ ୩ ଟିଫିନ୍‌ ବୋମା ଓ ଗୋଟିଏ ପ୍ରେସର ବୋମାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାବାହିନୀ । ଏନେଇ ସୂଚନା ଦେଇଛନ୍ତି…

ସାରା ଦେଶରେ ମକ ଡ୍ରିଲ୍ ପୂର୍ବରୁ ମଙ୍ଗଳବାର ସକାଳେ ଗୃହ ମନ୍ତ୍ରଣାଳୟ ଡାକିଲା ଜରୁରୀ ବୈଠକ

ନୂଆଦିଲ୍ଲୀ: ଦେଶର ଗୃହ ମନ୍ତ୍ରଣାଳୟ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ଏକକାଳୀନ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଅଭ୍ୟାସ ମଇ ୭ରେ ଅନୁଷ୍ଠିତ ହେବ। ଏଥିରେ ଏୟାର ସାଇରନକୁ ଚେତାବନୀ ଭାବେ ବ୍ୟବହାର କରାଯିବ। ସାଧାରଣ ନାଗରିକ ଓ ଛାତ୍ରମାନଙ୍କୁ ଆକ୍ରମଣ ସମୟରେ ସୁରକ୍ଷା ପାଇଁ…

ବିଜୁ ପଟ୍ଟନାୟକଙ୍କୁ ପୁଣି ସମ୍ମାନୀତ କରିବ ଋଷ: ୮୦ ବର୍ଷ ପୂର୍ତ୍ତି ଉତ୍ସବରେ ନବୀନଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର: ଋଷ ସରକାର ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ। ଏହି ସମ୍ମାନ ମେ' ୯ ତାରିଖରେ ନୂଆଦିଲ୍ଲୀସ୍ଥିତ ଋଷ ଦୂତାବାସରେ ଅନୁଷ୍ଠିତ ହେବ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୋଭିଏତ ଲାଲ ସେନାକୁ ସାହାଯ୍ୟ ପାଇଁ ବିଜୁ ପଟ୍ଟନାୟକଙ୍କ ସାହସିକତାକୁ…

ନୂଆ ସିବିଆଇ ମୁଖିଆଙ୍କୁ ନେଇ ହୋଇପାରିଲାନି ଚୂଡ଼ାନ୍ତ ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ ଓ ସିଜେଆଇଙ୍କ ସହ ବସିଥିଲା ବୈଠକ ପ୍ରବୀଣ ସୂଦଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବୃଦ୍ଧି ହୋଇପାରେ ୬ ମାସରୁ କମ ସେବା ଅବଧି ଥିବା ଅଧିକାରୀଙ୍କୁ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ବିଚାର କରାଯାଇପାରିବନି ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ପ୍ରବୀଣ…

କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ-ଚିକିତ୍ସା ସେବା ଓ ଟ୍ରମା କେୟାର ଆରମ୍ଭ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିତ୍ସା ସେବା (In-Patient Service) ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମାନଙ୍କର ଉତ୍ତମ ଚିକିତ୍ସା ହୋଇ ପାରିବ…

ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ୱର: ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ବିମାନ ବନ୍ଦରକୁ ଅନୁମୋଦନ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ଭାରତର ପ୍ରମୁଖ ସହରକୁ ସିଧାସଳଖ ଯୋଗାଯୋଗ ବୃଦ୍ଧି ହେବ। ପୁରୀ ଏବଂ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ ମାଇଲ୍‌ ଖୁଣ୍ଟ ସୃଷ୍ଟି ହେବ। ବିମାନ ଯାତ୍ରାକୁ…

ଡିଆରଡିଓ ଏବଂ ନୌସେନା ପକ୍ଷରୁ ଏମଆଇଜିଏମ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଡିଆରଡିଓ ଏବଂ ନୌସେନା ପକ୍ଷରୁ ଏମଆଇଜିଏମ୍‌ର ସଫଳ ପରୀକ୍ଷଣ। MIGM ହେଉଛି ଅଣ୍ଡର ୱାଟର ମାଇନ୍‌। ସମୁଦ୍ର ଗର୍ଭରେ ନୌସେନାର ଶକ୍ତିକୁ ବୃଦ୍ଧି କରିବ ଏମଆଇଜିଏମ୍। ଭାରତ ନିରନ୍ତର ଏହାର ପ୍ରତିରକ୍ଷା କ୍ଷମତା ବୃଦ୍ଧି କରୁଛି। ଭାରତୀୟ ନୌସେନା ମଧ୍ୟ ଦିନକୁ ଦିନ ନିଜର ଶକ୍ତି…

ଅଶୋକ କୁମାର ପଣ୍ଡା ସେଲର ନୂଆ ଫାଇନାନ୍ସ ନିର୍ଦ୍ଦେଶକ 

ଭୁବନେଶ୍ୱର: ଅଶୋକ କୁମାର ପଣ୍ଡା ସେଲ୍‌ର ଫାଇନାନ୍ସ ବିଭାଗ ର ନୂଆ ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏନେଇ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପକ୍ଷରୁ କୁହାଯାଇଛି। ସେ ତାଙ୍କର ଆର୍ଥିକ ଏବଂ ବୈଷୟିକ ଜ୍ଞାନ ଓ ସକ୍ରିୟ ଆଭିମୁଖ୍ୟ ପାଇଁ ଅନେକ କ୍ଷେତ୍ରରେ ସମ୍ମାନିତ ମଧ୍ୟ…