ଗୋଆ ଏବଂ ଆଣ୍ଟାର୍କଟିକାର ପିନ୍ କୋଡ୍ ସମାନ, ଜାଣନ୍ତୁ ଭାରତ ସହ କ’ଣ ରହିଛି ସମ୍ପର୍କ..
ନୂଆଦିଲ୍ଲୀ: ଗୋଆ ଏବଂ ଆଣ୍ଟାର୍କଟିକା ବିଶ୍ୱର ଦୁଇଟି ଭିନ୍ନ ସୀମାରେ ଅବସ୍ଥିତ । ଉଭୟର ପାଣିପାଗ, ସ୍ଥିତି ଏବଂ ପରିବେଶ ସମ୍ପୂର୍ଣ୍ଣ ଭିନ୍ନ । ସମୁଦ୍ର କୂଳରେ ଅବସ୍ଥିତ ଗୋଆ । ଏଠାକୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସନ୍ତି । ଏଠାକାର ସୁନ୍ଦର ପାଗ, ସମୁଦ୍ର କୂଳ ଏବଂ ସୁନ୍ଦର ଦୃଶ୍ୟ ଲୋକଙ୍କୁ…