Latest Odisha News

BREAKING NEWS

ଖାନନଗର ବ୍ରିଜ୍‌ ନିର୍ମାଣ ବେଳେ ସ୍ଲାବ ଖସି ୩ଶ୍ରମିକ ମୃତ,୨ଗୁରୁତର

କଟକ:କଟକ ଖାନ୍‌ନଗର ବ୍ରିଜ୍‌ ନିର୍ମାଣ ବେଳେ ବଡ ଅଘଟଣ । ବ୍ରିଜ୍‌ର ସ୍ଲାବ୍‌ ଖସି ପଡ଼ିବାରୁ ଶ୍ରମିକ ଚାପି ହୋଇ ଯାଇଥିଲେ । ଉଦ୍ଧାର କରାଯାଇ ୫ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ୫ ଜଣଙ୍କୁ ଗୁରୁତର ଅବସ୍ଥାରେ  ଭର୍ତ୍ତି ପରେ ୩ଜଣଙ୍କ ମୃତ ଘଟିଛି ।…

ଆସନ୍ତୁ ଜାଣିବା କଣ ପାଇଁ ଆଇପିଏଲ ଅଧାରୁ ରାବାଡା ପ୍ରତ୍ୟାବର୍ତନ କରିଥିଲେ ସ୍ୱଦେଶ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୁଜରାଟ ଟାଇଟାନ୍ସର ଷ୍ଟାର ପେସ ବୋଲର କାଗିସୋ ରାବାଡା ହଠାତ ବ୍ୟକ୍ତିଗତ କାରଣ ଦର୍ଶାଇ ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତନ କରିଥିଲେ । ଏବେ ସେ କେଉଁ କାରଣ ପାଇଁ ସ୍ୱଦେଶ ଫେରି ଯାଇଥିଲେ ତାହା ଜଣାଇଛନ୍ତି । ରାବାଡା ନିଷିଦ୍ଧ ଡ୍ରଗ୍ସ ସେବନ କରିବାକୁ ଯୋଗୁ…

କଲମ୍ବୋରେ ପହଲଗାମ ଆତଙ୍କବାଦୀ ..! ଏହି ଆଲର୍ଟ ସୂଚନା ପରେ ବିମାନରେ ତଲାସୀ

କଲମ୍ବୋ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ସୁରକ୍ଷା ଏଜେନ୍ସିଗୁଡ଼ିକ ଅଧିକ ସଜାଗ ଅଛନ୍ତି ।  ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଧରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। ତେବେ ଭାରତରୁ ମିଳିଥିବା ସୂଚନା ପରେ ଆଜି କଲମ୍ବୋ ବିମାନବନ୍ଦରରେ ଏକ ବଡ଼ ଧରଣର ତଲାସୀ…

ଡ୍ରୋନ, ହେଲିକପ୍ଟର ଖସାଇବା ପାଇଁ ଭାରତ କରୁଛି ପ୍ରସ୍ତୁତି

ନୂଆଦିଲ୍ଲୀ:ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ପାକିସ୍ତାନ ଉପରେ ବଡ ଆକ୍ରମଣ କରିବା ପୂର୍ବରୁ ଭାରତୀୟ ସେନା ଜୋରଦାର ପୂର୍ବ ପ୍ରସ୍ତୁତି ଜାରି ରଖିଛି । ଭାରତୀୟ ସେନା ଶତ୍ରୁ ଦେଶର ଡ୍ରୋନ ଓ ହେଲିକପ୍ଟର ମାରି ଖସାଇବା ପାଇଁ ନେକ୍ସଟ…

ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗ: ସବୁ ସେବାୟତ ନିଯୋଗକୁ ନୋଟିସ୍‌

ପୁରୀ: ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗ। ସମସ୍ତ ସେବାୟତ ନିଯୋଗ ସଭାପତି/ସମ୍ପାଦକଙ୍କୁ ନୋଟିସ୍‌। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ଜାରି ହେଲା ନୋଟିସ୍‌। ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ନେଇ ଦ୍ବନ୍ଦାତ୍ମକ ତଥ୍ୟ ପାଇଁ ନୋଟିସ୍‌ ଜାରି କରିଛନ୍ତି…

ଆସନ୍ତା ୨୦ରେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଲେ ଶ୍ରମିକ ସଂଗଠନ

ଭୁବନେଶ୍ବର:ଆଗାମୀ ୨୦ ତାରିଖରେ ବିଭିନ୍ନ ସଂଗଠନ ପକ୍ଷରୁ ଧର୍ମଘଟ ଡକରା ଦିଆଯାଇଛି। ଶ୍ରମିକ ବିରୋଧୀ ପୁଞ୍ଜିପତି ସପକ୍ଷବାଦୀ ୪ ଶ୍ରମ କୋଡ୍ ବାତିଲ ସହିତ ଶ୍ରମିକ, କୃଷକ, କ୍ଷୁଦ୍ର ବ୍ୟବସାୟୀ, ମହିଳା, ଛାତ୍ର ଯୁବକ ତଥା ସମଗ୍ର ଦେଶବାସୀଙ୍କର ୧୭ ଦଫା ଦାବିକୁ ନେଇ ଏହି ସର୍ବଭାରତୀୟ ଧର୍ମଘଟର…

ଭାରତ ପାଇଁ ଚକ୍ରବ୍ୟୂହ ରଚୁଛି ପାକିସ୍ତାନ !

ନୂଆଦିଲ୍ଲୀ: ପହଲଗାମ୍ ଆଟାକ ପରେ ପାକିସ୍ତାନକୁ ମାତ୍ ଦେବାକୁ ପ୍ରସ୍ତୁତି କରୁଛି ଭାରତ । ସେପଟେ ଚାଲିଛି ଭାରତ ବିପକ୍ଷରେ ଷଡଯନ୍ତ୍ର। ଭାରତ ବିରୋଧରେ ଅସ୍ତ୍ର ଏକାଠି କରିବାକୁ ଚୀନ ପାଖରେ କାକୁତି ମିନତି କରୁଛି ପାକିସ୍ତାନ ! ମାଗୁଛି ରୁଷର S-400 କ୍ଷେପଣାସ୍ତ୍ରର ସୂତ୍ର । ଭାରତର…

ପାକିସ୍ତାନରୁ ଆସୁଥିବା ସମସ୍ତ ଡାକ ଏବଂ ପାର୍ସଲ ସେବା ହେଲା ବନ୍ଦ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାରତ ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ପ୍ରକାରର ଡାକ ଏବଂ ପାର୍ସଲ ସେବାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ…

ପାଟଣାଗଡ ପାର୍ସଲ ବୋମା ମାମଲା: ଜୁନ୍ ୧୭ ସୁଦ୍ଧା ଚୂଡ଼ାନ୍ତ ରାୟ

ବଲାଙ୍ଗୀର: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ପାର୍ସଲ ବୋମା ମାମଲା । ଜୁନ୍ ୧୭ ସୁଦ୍ଧା ଆସିବ ମାମଲାର ଚୂଡ଼ାନ୍ତ ରାୟ । ଏନେଇ ପୂର୍ବରୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଆସନ୍ତା ୫ ତାରିଖରେ ପ୍ରତିପକ୍ଷଙ୍କ ସାକ୍ଷ୍ୟଗ୍ରହଣ ନେଇ ଶୁଣାଣି ହେବ । ମୁଖ୍ୟ ଅଭିଯୁକ୍ତ…

ଅବୈଧ ପାକିସ୍ତାନୀ ଓ ବାଂଲାଦେଶୀଙ୍କ ବିରୋଧରେ ଚାଲିଛି ଅଭିଯାନ: ମୁମ୍ବାଇରୁ ୬୦ରୁ ଅଧିକ ଗିରଫ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଦେଶରେ ଲୁଚି ରହିଥିବା ଅବୈଧ ପାକିସ୍ତାନୀ ଏବଂ ବାଂଲାଦେଶୀମାନଙ୍କ ବିରୁଦ୍ଧରେ ଏକ ଅଭିଯାନ ଚାଲିଛି। ପୋଲିସ ପୂର୍ବରୁ ଗୁଜୁରାଟର ଅହମ୍ମଦାବାଦରୁ ୧୨୦୦ ରୁ ଅଧିକ ବାଂଲାଦେଶୀଙ୍କୁ ଅଟକ ରଖିଥିଲା। ଏହା ପରେ, ପୋଲିସ ଏବେ…