Latest Odisha News

BREAKING NEWS

କିଟରେ ଫେସନ୍‍ ଶୋ’ ‘କୀର୍ତ୍ତି କଳ୍ପନା’ ଅନୁଷ୍ଠିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ପକ୍ଷରୁ ଫେସନ୍‍ ଶୋ’ 'କୀର୍ତ୍ତି କଳ୍ପନା'ର ୧୩ତମ ସଂସ୍କରଣ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଫେସନ୍‍ ଶୋ’କୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍‍ଘାଟନ କରିଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ…

ଏମିତି ପାକିସ୍ତାନ ଉପରେ ପ୍ରତିଶୋଧ ନେବ ଭାରତ !

ନୂଆଦିଲ୍ଲୀ: ଏପ୍ରିଲ ୨୨, ଭାରତ ପାଇଁ କଳାଦିବସ । ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଆତଙ୍କବାଦୀ । ଘଟଣାକୁ ନେଇ ସାରା ଦେଶରେ ପ୍ରବଳ ଆକ୍ରୋଶ । ପ୍ରାଥମିକ ତଦନ୍ତରୁ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଥିବା ନେଇ ସନ୍ଦେଶ ମିଳୁଛି । ହମଲାର ଜବାବୀ ଆକ୍ସନ୍ ପାଇଁ ଭାରତ…

ସିନ୍ଧୁରେ ପାଣି ନ ବୋହିଲେ, ରକ୍ତ ଝରିବ: ଭାରତକୁ ଧମକ ଦେଲା ବିଲାୱାଲ ଭୁଟ୍ଟୋ

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ କଠୋର କଟକଣା ଲଗାଇଛି। ଯେଉଁଥିରେ ସିନ୍ଧୁ ଚୁକ୍ତିନାମା ମଧ୍ୟ ସାମିଲ। ଭାରତ ସିନ୍ଧୁ ଚୁକ୍ତିନାମା ବାତିଲ କରିବାକୁ ନିଷ୍ପତ୍ତି ନେବା ପରେ ଚିନ୍ତାରେ ପାକିସ୍ତାନ ସରକାର। ଭାରତର ଏହି ପଦକ୍ଷେପକୁ ପାକିସ୍ତାନର ଶାସକ ଦଳ…

ଏଲଓସି ବା ଲାଇନ୍ ଅଫ୍ କଣ୍ଟ୍ରୋଲ କ’ଣ?

ନୂଆଦିଲ୍ଲୀ: ପହଲଗାମ ହମଲା ପରଠୁ ପାକିସ୍ତାନ ଓ ଭାରତ ମଧ୍ୟରେ ଅଶାନ୍ତି ବଢିଛି । ଜାମ୍ମୁ କାଶ୍ମୀର ଏଲଓସିରେ ବି ଗୁଳିବିନିମୟ ହୋଇଛି । ପାକିସ୍ତାନୀ ସେନା ପକ୍ଷରୁ ଗୁଳିମାଡ କରାଯିବା ପରେ ଭାରତୀୟ ସେନା ଜବାବି ଗୁଳି ବିନିମୟ କରିଥିଲା। ବିଭିନ୍ନ ଭାରତୀୟ ପୋଷ୍ଟକୁ ପାକିସ୍ତାନୀ ସେନା…

ଜୁଏଲ ଓରାମଙ୍କ ନୂଆ ବ୍ୟକ୍ତିଗତ ସଚିବ ହେଲେ ଅମିତ କୁମାର

ଭୁବନେଶ୍ୱର: ଝାଡ଼ଖଣ୍ଡ-କ୍ୟାଡର ଆଇଏଏସ୍ ଅଧିକାରୀ ଅମିତ କୁମାରଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ (ପିଏସ୍) ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ ଦ୍ୱାରା ଏପ୍ରିଲ ୨୫ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ…

ଆର୍ଥିକ ସଂକଟରେ ପାକିସ୍ତାନ…କେମିତି କରିବ ଭାରତ ସହ ମୁକାବିଲା?

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ନେଇ ସାରା ଦେଶରେ ଆକ୍ରୋଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ଆଭିମୁଖ୍ୟ ଦେଖାଇଛନ୍ତି ତ ପାକିସ୍ତାନ ବିରୋଧରେ ବଡ଼ଧରଣର ଆକ୍ସନ ପାଇଁ ଦାବି ହେଉଛି । ଆତଙ୍କ ବିରୋଧରେ ଭାରତର କଡା ସନ୍ଦେଶ ପରେ ଭୟରେ ଥରହର ପାକିସ୍ତାନ । ତେବେ ପ୍ରଶ୍ନ…

ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ ପ୍ରଶାନ୍ତଙ୍କ ଘରେ NIA ଟିମ୍‌

ବାଲେଶ୍ୱର:ବାଲେଶ୍ଵରରେ ପହଞ୍ଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଟିମ । ଏନଆଇଏର ୩ ଜଣିଆ ଟିମ୍ ବାଲେଶ୍ଵର ଜିଲ୍ଲା ରେମୁଣା ଇଶାଣୀ ଗ୍ରାମରେ ପହଞ୍ଚିଛନ୍ତି। ଇଶାଣୀ ଗ୍ରାମର ପ୍ରଶାନ୍ତ କୁମାର ଶତପଥୀ ଜାମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ। ବାଲେଶ୍ୱର…

ପାକିସ୍ତାନୀଙ୍କୁ ଖୋଜୁଖୋଜୁ ଧରାପଡ଼ିଲେ ହଜାରେ ବାଂଲାଦେଶୀ, ୪୦୦ରୁ ଉର୍ଦ୍ଧ୍ୱ ଅଟକ

ଅହମଦାବାଦ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଗୁଜୁରାଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନୀଙ୍କୁ ଖୋଜୁଖୋଜୁ ଧରାପଡ଼ିଲେ ବାଂଲାଦେଶୀ। ସୁରତରେ ୪୦୦ ରୁ ଉର୍ଦ୍ଧ୍ୱ ବାଂଲାଦେଶୀ ଅଟକ। ବେଆଇନ କାଗଜପତ୍ର ଦେଇ ସୁରତରେ ରହୁଥିଲେ ବାଂଲାଦେଶୀ। ରାଜ୍ୟରେ ଅବୈଧ ଭାବରେ ରହୁଥିବା…

ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ଆତଙ୍କବାଦୀ ଆଚରଣ; ଭାରତୀୟଙ୍କ ଗଳା କାଟିବାକୁ କଲେ ଇଙ୍ଗିତ

ଲଣ୍ଡନ: ପହଲଗାମ ଆତଙ୍କବାଦ ଆକ୍ରମଣ ପରେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ କ୍ରୋଧ ରହିଛି ଏବଂ ସାରା ବିଶ୍ୱରେ ରହୁଥିବା ଭାରତୀୟମାନେ ଏହାର ପ୍ରତିବାଦ କରୁଛନ୍ତି। ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ଲଣ୍ଡନ ସ୍ଥିତ ପାକ୍ ଦୂତାବାସ ବାହାରେ  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲଣ୍ଡନରେ…

ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି

ପୁରୀ: ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ। ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି। ୨୯ରୁ ଜୁନ୍ ୨୭ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର କାମ। ରତ୍ନଭଣ୍ଡାର ମରାମତି ବୈଠକ ପରେ ମୁଖ୍ୟ ପ୍ରଶାସକ ଦେଲେ ସୂଚନା। ୪ ମାସରୁ ଊର୍ଦ୍ଧ୍ବ ସମୟରେ ୧୯୩ ଘଣ୍ଟା ୫…