ବିରାଟ କୋହଲିଙ୍କ ପବ୍ ନାଁରେ ରୁଜୁ ହେଲା ମାମଲା…
ବେଙ୍ଗାଲୁରୁ: ଆଇନ ସମସ୍ୟାରେ ପଡିପାରନ୍ତି ବିରାଟ କୋହଲି। ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ମାଲିକାନାରେ ଥିବା ପବ୍ ଏବଂ ରେଷ୍ଟୁରାଣ୍ଟ ୱାନ୍ ଏଇଟ କମ୍ୟୁନ୍ ନାଁରେ ଏବେ ମାମଲା ରୁଜ୍ଜୁ ହୋଇଛି। ଏକ ନିର୍ଦ୍ଦିଷ୍ଟ ଧୂମପାନ କ୍ଷେତ୍ର ନଥିବା ଯୋଗୁଁ ଆଇନଗତ ସମସ୍ୟାରେ ପଡ଼ିଛି। ସିଗାରେଟ୍ ଏବଂ…