Latest Odisha News

BREAKING NEWS

ବରପୁତ୍ର ମାନଙ୍କ ଅବଦାନକୁ ନ୍ୟୁନ କରିବାକୁ ଚେଷ୍ଟା ଚଳାଇଛନ୍ତି କିଛି ଲୋକ: ନବୀନ

ଭୁବନେଶ୍ୱର: ଶଙ୍ଖ ଭବନ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ବର୍ଗତ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ବିଜୁ ବାବୁ ଜଣେ ଓଡ଼ିଆ ଭାବରେ…

ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ

କଟକ: ଆଜି ଓଡିଶାରେ ପହଞ୍ଚି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ 'ଉତ୍କଳ କେଶରୀ' ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଉତ୍ସବରେ ଯୋଗଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ । ଏହି ଅବସରରେ ସେ କହିଛନ୍ତି ଯେ, ବ୍ୟକ୍ତି କେତେଦିନ ବଞ୍ଚେ ତାହା…

ପୃଥିବୀ ଭଳି ଏଇ ଗ୍ରହରେ ଜୀବନ ସମ୍ଭବ !

ନୂଆଦିଲ୍ଲୀ: ଏଲିଅନ୍ସଙ୍କୁ ନେଇ ଗବେଷଣା କରୁଥିବା ବୈଜ୍ଞାନିକଙ୍କୁ ମିଳିଛି ବଡ଼ ସଫଳତା । ବ୍ରିଟେନର ବୈଜ୍ଞାନିକଙ୍କୁ ମହାକାଶରେ ଏକ ଗ୍ରହରେ ଏଲିଅନ୍ ରହୁଥିବା ନେଇ ସଙ୍କେତ ମିଳିଛି । କେଟୁ-୧୮ବି ନାମକ ଏକ ଗ୍ରହରେ ଜୀବନ ସହ ଜଡିତ ଗତିବିଧି ନେଇ ବଡ଼ ସଂକେତ ପାଇଛନ୍ତି କେମ୍ବ୍ରିଜ…

ମୁଶରଫଙ୍କ ରାସ୍ତାରେ ପାକିସ୍ତାନ ସେନା ମୁଖ୍ୟ !

ନୂଆଦିଲ୍ଲୀ: ଭାରତ ସହ ଶାନ୍ତି ଚାହୁଁନି ପାକିସ୍ତାନ ! ହିନ୍ଦୁଙ୍କ ବିରୋଧରେ ପାକ୍ ସେନା ମୁଖ୍ୟଙ୍କ ମନରେ ଘୃଣା ! କାଶ୍ମୀର ନେଇ ମୁଶରଫଙ୍କ ବାଟରେ ମୁନିର ! ଇସଲାମାବାଦରେ ପ୍ରବାସୀ ପାକିସ୍ତାନୀ ସମ୍ମିଳନୀରେ ପାକ୍ ସେନା ମୁଖ୍ୟ ଅସିମ ମୁନିରଙ୍କ ସମ୍ବୋଧନରୁ ମିଳିଛି ଏଭଳି ସଂକେତ । ମୁନିରଙ୍କ…

ହିନ୍ଦୁଙ୍କଠୁ ଆମେ ସମ୍ପୂର୍ଣ୍ଣ ଭିନ୍ନ: ପାକିସ୍ତାନ ସେନା ମୁଖ୍ୟ 

କରାଚୀ: ଆମର ପୂର୍ବପୁରୁଷମାନେ ଭାବୁଥିଲେ ଯେ ଆମେ ପ୍ରତ୍ୟେକ ଦୃଷ୍ଟିକୋଣରୁ ହିନ୍ଦୁମାନଙ୍କଠାରୁ ଭିନ୍ନ, ଆମର ରୀତି, ଆମର ଧର୍ମ, ଆମର ଚିନ୍ତାଧାରା, ସବୁକିଛି ସେମାନଙ୍କଠାରୁ ଭିନ୍ନ। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନିର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଭାରତ ଏବଂ…

କୋଟି କୋଟି ଲୋକଙ୍କୁ ପିଏମ୍ ଏସି ସ୍କିମରେ ମିଳିବ ଫାଇଦା, ପ୍ରତି ମାସରେ ସଞ୍ଚୟ ହେବ ଟଙ୍କା..

ନୂଆଦିଲ୍ଲୀ: ପ୍ରତିବର୍ଷ ଗରମ ମାତ୍ରା ବୃଦ୍ଧି ପାଉଛି ଯାହା ଫଳରେ ଏୟାର କଣ୍ଡିସନର (ଏସି) ର ବିକ୍ରୟ ମଧ୍ୟ ବୃଦ୍ଧି ପାଉଛି । ଏବେ ସଦ୍ୟତମ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୧-୨୨ ମସିହାରେ ୮୪ ଲକ୍ଷ ଏସିର ବିକ୍ରି ହୋଇଥିଲା, ଯାହା ୨୦୨୩-୨୪ ମସିହାରେ ୧.୧ କୋଟିକୁ ବୃଦ୍ଧି ପାଇଛି…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଅନୁଗୁଳ: ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ଗିରଫ। ଗତକାଲି ରାମଚନ୍ଦ୍ର ଶତପଥୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ରେଡ୍ କରିଥିଲା ଭିଜିଲାନ୍ସ। ଏକକାଳୀନ ୮ଟି ସ୍ଥାନରେ ଚଢାଉ କରାଯାଇଥିଲା।…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ଜୁଲାଇରେ ତାଣ୍ଡବ ରଚିବ ଭୟଙ୍କର ସୁନାମି 

ଟୋକିଓ: ଜାପାନର ବାବା ଭେଙ୍ଗା ରିଓ ତାତ୍ସୁକିଙ୍କ ଭବିଷ୍ୟବାଣୀ ଅନୁଯାୟୀ ୨୦୨୫ ମସିହାରେ ଜାପାନ ଭୟଙ୍କର ସୁନାମିର ସାମ୍ନା କରିବ ଦେଶ। ଏହା ପରେ ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଜାପାନ ପୂର୍ବରୁ ମାର୍ଚ୍ଚ ୨୦୧୧ ମସିହାରେ ଏକ ଭୟଙ୍କର ଭୂମିକମ୍ପ ଏବଂ ସୁନାମିକୁ ସାମ୍ନା କରିଛି…

ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ ବାଟାଲିଅନ ଗଠନ କରିଛନ୍ତି। ଏଥିରେ ମୁଖ୍ୟତଃ ପୂର୍ବତନ ଆର୍ମି ଓ ନାଭିର ସୈନିକ ଏବଂ କେନ୍ଦ୍ରୀୟ ସଶକ୍ତ ପୋଲିସ ବାହିନୀର କର୍ମଚାରୀମାନେ ନିଯୁକ୍ତ ହୋଇଥାନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି…

ପୁଣି ବଢ଼ିଲା ସୁନା ଦର, କିଛି ଦିନ ଭିତରେ ଟପିଯିବ ଲକ୍ଷେ!

ଭୁବନେଶ୍ୱର: ହୁ ହୁ ହେଇ ବଢ଼ି ଚାଲିଛି ସୁନା ଦର । ରୋକିବା ନାଁ ଧରୁନି କି ଦର କମିବାରେ ବି କୌଣସି ସଂକେତ ବି ଦେଖାଯାଉନାହିଁ । ଲାଗୁଛି ଆଉ ଦୁଇ କି ୩ ଦିନ ମଧ୍ୟରେ ସୁନା ଦର ଲକ୍ଷେ ପାର୍ କରିବ। ତେଣୁ ଗ୍ରାହକଙ୍କୁ ସୁନା କିଣିବାକୁ ଡର ଲାଗୁଛି। ଆଜି ପୁଣି ସୁନା ଦରରେ ପରିବର୍ତ୍ତନ…