ଚଳିତ ବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ଟପିଲା ଭୁବନେଶ୍ବର
ଭୁବନେଶ୍ଵର: ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାପମାତ୍ରା । ଆଜି ୫ ସହରର ପାରଦ ୪୦ ଡିଗ୍ରୀ ଟପିଛି । ତେବେ ଚଳିତ ବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ଟପିଲା ଭୁବନେଶ୍ବର ତାପମାତ୍ରା । ରାଜଧାନୀ ଭୁବନେଶ୍ବର ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…