ଏସ୍ସିବିରେ ଶିଶୁ ବଦଳ ମାମଲା: ଅଧୀକ୍ଷକଙ୍କୁ ଜବାବ ଦାଖଲ ଲାଗି ହାଇକୋର୍ଟଙ୍କ ନୋଟିସ୍
କଟକ: କଟକ ବଡ଼ ମେଡିକାଲ (ଏସ୍ସିବି)ରେ ଶିଶୁ ବଦଳକୁ ନେଇ ରୁଜୁ ହୋଇଥିବା ମାମଲାକୁ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ହାଇକୋର୍ଟ କହିଛନ୍ତି, ସରକାରୀ ମେଡିକାଲ୍ ଉପରେ ଲୋକଙ୍କ ଅଖଣ୍ଡ ବିଶ୍ୱାସ ରହିଥାଏ। କିନ୍ତୁ ଯେତେବେଳେ ଏହି ଭରସା ତୁଟିଯାଏ ସେତେବେଳେ କେବଳ ଏହି ହସ୍ପିଟାଲ୍ର…