ଆମେରିକାର ହୁତି ବିଦ୍ରୋହୀଙ୍କୁ ଆକ୍ରମଣର ଗୁପ୍ତ ଯୋଜନା ହେଲା ଲିକ୍; ଗ୍ରୁପ ଚାଟରେ ମିଳିଲା ସୂଚନା
ନୂଆଦିଲ୍ଲୀ: ଯଦିଓ ଆମେରିକା ବହୁତ ସ୍ମାର୍ଟ, କିନ୍ତୁ ଏହାର ବରିଷ୍ଠ ଅଧିକାରୀମାନେ ଏକ ବଡ ଭୁଲ୍ କରିଛନ୍ତି । କାରଣ ଏକ ଚାଟ୍ ଗ୍ରୁପରେ ଆମେରିକା କରିବାକୁ ଥିବା ହୁତି ବିଦ୍ରୋହୀଙ୍କୁ ଆକ୍ରମଣ ଯୋଜନା ଲିକ୍ ହୋଇଛି । ଆଟଲାଣ୍ଟିକର ମୁଖ୍ୟ ସମ୍ପାଦକ ଜେଫରୀ ଗୋଲଡବର୍ଗ ଏହା ସହ ଜଡିତ ଏକ ସୂଚନା…