ଡ୍ରଗ୍ସ କାରବାର ନେଇ ସ୍ପେଶାଲ କ୍ରାଇମ୍ ୟୁନିଟର ଚଢ଼ାଉ, ବିପୁଳ ପରିମାଣର ଗଞ୍ଜେଇ ଜବତ
ଭୁବନେଶ୍ଵର: ନିଶା କାରବାରର ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ଵର । ଆଉ ନିଶା କାରବାର କରୁଥିବା ଯୁବକଙ୍କୁ ଧରିବା ପାଇଁ ଏବେ ଆକ୍ସନ ମୋଡରେ କମିସନରେଟ୍ ପୋଲିସ । ଆଜି ରାଜଧାନୀ ରାଜରାସ୍ତାରେ ନିଜର ପାୱାର୍ ଦେଖାଇଛି ପୋଲିସ । ରାଜରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛି କମିଶନରେଟ୍…