Latest Odisha News

BREAKING NEWS

ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆସିଲା ଖୁସି ଖବର; ଦଳରେ ଯୋଗଦେବେ ଏହି ଷ୍ଟାର ଖେଳାଳି

ହାଇଦ୍ରାବାଦ: ଗତ ସିଜନ ଆଇପିଏଲର ଫାଇନାଲ ମ୍ୟାଚ ଖେଳିଥିଲା ସନରାଇଜର୍ସ ହାଇଦ୍ରାବାଦ ଦଳ, କିନ୍ତୁ କୋଲକାତା ନାଇଟ୍ ରାଇଡର୍ସ ଠାରୁ ପରାଜୟ ହୋଇଥିଲା । ଏଥର ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ହାଇଦ୍ରାବାଦ ଦଳ ଟାଇଟଲ୍ ଜିତିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବେ । ତେବେ ଆଇପିଏଲ୍ ୨୦୨୫ ଆରମ୍ଭ…

ପୂନର୍ବାର ଅଡୁଆରେ ହ୍ରିତିକଙ୍କ କ୍ରିଶ ୪

ମୁମ୍ବାଇ: ହ୍ରିତିକ ରୋଶନଙ୍କ ବହୁ ଚର୍ଚ୍ଚିତ କ୍ରିଶ ୪ ଫିଲ୍ମ ପୂନର୍ବାର ଅଡୁଆରେ ପଡିଛି । ରିପୋର୍ଟ ଅନୁସାରେ ଫିଲ୍ମକୁ ସମ୍ପୂର୍ଣ୍ଣ କରିବା ପାଇଁ ୭୦୦ କୋଟି ବଜେଟର ଆବଶ୍ୟକତା ରହିଛି । ଏତେ ମାତ୍ରାରେ ଅର୍ଥ ବାଜିରେ ଲଗାଇବାକୁ କେହି ରାଜି ହେଉ ନାହାନ୍ତି । କ୍ରିଶ ୩ ରିଲିଜ ହେବାର ୧୦…

ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ଖେଳାଳି ହେବେ ଅଧିନାୟକ, ନରମିଲା ବିସିସିଆଇ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପୂର୍ବରୁ ଭାରତରେ କ୍ରିକେଟକୁ ନେଇ ଏକ ଅଲଗା ପ୍ରକାର ବାତାବରଣ ରହିଥିଲା । ପ୍ରଶଂସକ ଏବଂ ବିିସିସିଆଇ ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳିଙ୍କ କ୍ୟାରିୟର ଶେଷ ହେବାର ଡେଡଲାଇନ ଏକପ୍ରକାର ଘୋଷଣା କରି ଦେଇଥିଲେ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ…

ବଦ୍ରିଙ୍କ ପରେ ଅଶୋକ: ‘ଧର୍ମପଦ’ ଉପାଖ୍ୟାନ ଦେଇ ଦଳୀୟ ନେତାଙ୍କୁ ଟାର୍ଗେଟ 

ଭୁବନେଶ୍ଵର: ୨୪ ବର୍ଷ ଧରି ଚୁପ୍ ରହିଥିବା ନେତା ଏବେ ଦଳର ପରାହତ ପରେ ଧିରେ ଥିରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ରାଜା ଚକ୍ର ମାମଲାରେ ଘସିପୁରା ବିଜେଡି ବିଧାୟକ ବଦ୍ରିଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ଏବେ ବି ଚର୍ଚ୍ଚା ଥମିନଥିବା ବେଳେ ଆଜି ହୋଲିରେ ପୁଣି ମୁହଁ ଖୋଲି ବିଜେଡି…

ଏଣିକି ୫୦ ବର୍ଷର ମହିଳା ବି ବାଛିପାରିବେ ସରୋଗେସି: କେରଳ ହାଇକୋର୍ଟ

ଥିରୁବନନ୍ତପୁରମ: ବିବାହିତ ମହିଳାଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେରଳ ହାଇକୋର୍ଟ। ଏଣିକି ଏଣିକି ୫୦ ବର୍ଷର ମହିଳା ବି ବାଛିପାରିବେ ସରୋଗେସି। ସରୋଗେସି (ନିୟନ୍ତ୍ରଣ) ଆଇନ, ୨୦୨୧ ଅନୁଯାୟୀ ମହିଳାଙ୍କୁ ଏହି ଅନୁମତି ଦିଆଯାଇଛି। ମହିଳାଙ୍କ ଅଧିକାର ଏବଂ ମାତୃତ୍ୱ…

୭୩ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

କନ୍ଧମାଳ: ମାତିଛନ୍ତି ଗଞ୍ଜେଇ ମାଫିଆ। ୭୩ କେଜି ଗଞ୍ଜେଇ ଜବତ। କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ ସମୟରେ ୭୩ କେଜି ଗଞ୍ଜେଇ ଜବତ ହୋଇଛି। ସାରଙ୍ଗଡ଼ରୁ ଫୁଲବାଣୀ ଏସଏଚ ଏକ ନମ୍ବର ରାସ୍ତାରେ ପେଟ୍ରୋଲିଂ ବେଳେ ସଅବାଲି ନିକଟ ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ପୋଲିସକୁ…

ହୋଲିରେ ଗଡିଲା ମୁଣ୍ଡ, ରାଜଧାନୀରେ ୨ ଜଣଙ୍କୁ ହତ୍ୟା

ଭୁବନେଶ୍ଵର: ହୋଲି ଖେଳ ବେଳେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରେ ଆଉ ଜଣଙ୍କୁ ହତ୍ୟା କରାଯାଇଛି । ହତ୍ୟା କାଣ୍ଡର କାରଣ ଜଣାପଡିନଥିବା ବେଳେ ଉଭୟ ସ୍ଥାନରେ ପୋଲିସ ପହଞ୍ଚି ତଦନ୍ତ…

ବାହାଘର ପାଇଁ ପିଏଫରୁ ଏକାଧିକ ଥର ଟଙ୍କା ଉଠାଇ ପାରିବା କି?

ଭୁବନେଶ୍ବର: ଆପଣଙ୍କୁ PF ଆକାଉଣ୍ଟରୁ ଆଂଶିକ ଟଙ୍କା ଉଠାଣର ସୁବିଧା ମିଳିଥାଏ । ଆପଣ କିଛି କିଛି କାମ ପାଇଁ ଜମା ହୋଇଥିବା ଅର୍ଥରୁ ଟଙ୍କା ଉଠାଇ ପାରିବେ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କୁ ଋଣ ରାଶି ପରିଶୋଧ କରିବାକୁ ଅଛି, ତେବେ ଆପଣ ଏଥିପାଇଁ PF ରୁ ଟଙ୍କା ମଧ୍ୟ ଉଠାଇପାରିବେ । କିନ୍ତୁ…

କର୍ଣ୍ଣାଟକ ସରକାରଙ୍କୁ କରାଯାଉଛି ବ୍ଲାକମେଲ: ଉପମୁଖ୍ୟମନ୍ତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ତେଜୁଛି ଅଳିଆ ବିବାଦ। ବେଙ୍ଗାଲୁରୁରେ ଅଳିଆକୁ ନେଇ ରାଜନୀତି ଉଷ୍ମ ହେଉଛି। ରାଜ୍ୟ ସରକାରଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଲଗାଯାଉଛି। ଖାଲି ସେତିକି ନୁହେଁ ବିଧାୟକମାନେ ସରକାରଙ୍କୁ ବ୍ଲାକମେଲ କରୁଥିବା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦାବି କରିଛନ୍ତି।…

ରଙ୍ଗ ନୁହେଁ ୨୫ ବର୍ଷ ହେଲା ଫୁଲରେ ଚାଲିଛି ହୋଲି ସେଲିବ୍ରେସନ 

କଟକ: ରଙ୍ଗର ପର୍ବ ହୋଲିରେ ଉତ୍ସବମୁଖର ଦିଲ୍ଲୀ ଠୁ ପଲ୍ଲୀ। କେଉଁଠୁ ଫୁଲ ତ ଆଉ କେଉଁଠି କାଦୁଅ, ଆଉ କେଉଁଠି ରଙ୍ଗର ଅବିର, ବିଭିନ୍ନ କେମିକାଲ ରଙ୍ଗରେ ଚାଲିଛି ହୋଲି ଖେଳ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ କୌଣସି ଉପାନ୍ତ ଅଞ୍ଚଳ କି ବିଦେଶ ନୁହେଁ, ଏ ହେଉଛି ଭାଇଚାରାର ସହର ସିଲଭର…