ହେବ କି ଭାରତ-ପାକିସ୍ତାନ ଯୁଦ୍ଧ ?
ନୂଆଦିଲ୍ଲୀ: ସାରା ବିଶ୍ବକୁ ସ୍ତବ୍ଧ କରିଛି ପହଲଗାମ ଆତଙ୍କବାଦୀ ହମଲା । ୨୮ଜଣଙ୍କ ଜୀବନ ନେଇଛନ୍ତି ନୃଶଂସ ଆତଙ୍କୀ । କାଶ୍ମୀର ରାଜନୀତି ସହ ଆଦୌ ସଂପର୍କ ନଥିବା ଲୋକଙ୍କୁ ଏଥର ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ । ପର୍ଯ୍ୟଟକଙ୍କ ଉପରେ ଆକ୍ରମଣକୁ ସାରା ବିଶ୍ବରେ ନିନ୍ଦା କରାଯାଉଛି । ଲୋକଙ୍କୁ…