୧୬ ଯାଏଁ ସିଭିୟର ହିଟଓ୍ବେଭ୍: ଏହି ସବୁ ଜିଲ୍ଲାକୁ ସତର୍କ ଜାରି…
ଭୁବନେଶ୍ବର: ଆସନ୍ତା ୩ ଦିନ ଯାଏଁ ରାଜ୍ୟ ଜାରି ରହିବ ପ୍ରବଳ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୧୬ ତାରିଖ ଯାଏଁ ହିଟଓ୍ବେଭ କଲବଲ କରିବ । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଟପିପାରେ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।…