Latest Odisha News

BREAKING NEWS

ଭାରତରେ ଲଞ୍ଚ ହେଲା ୭ଲକ୍ଷରେ ଟାଟାର ଏହି କାର୍; ଜାଣନ୍ତୁ କ’ଣ ରହିଛି ଫିଚର..

ଭୁବନେଶ୍ବର: ସ୍ୱଦେଶୀ କାର ନିର୍ମାତା ଟାଟା ମୋଟର୍ସ (Tata Motors ) ଏହାର ସ୍ପୋର୍ଟି ହ୍ୟାଚବ୍ୟାକ୍ ଟାଟା ଟିଆଗୋ ଏନଆରଜି (Tata Tiago NRG )କୁ ୨୦୨୫ ବର୍ଷ ପାଇଁ ଅପଡେଟ୍ କରିଛି । କମ୍ପାନୀ ଏହାର ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରିଛି ଓ କିଛି ନୂଆ ଫିଚର ମଧ୍ୟ ଯୋଡା ଯାଇଛି । ଏହି…

ହୀରାକୁଦ ପାୱାର ଚାନେଲରେ ବୁଡି ଭିସୁଟ୍ ଛାତ୍ର ମୃତ

ବୁର୍ଲା: ସମ୍ବଲପୁର ଜିଲ୍ଲାର ବୁର୍ଲା ଥାନା ଅନ୍ତର୍ଗତ ଅଠର ହଜାରରେ ଥିବା ହୀରାକୁଦ ଡ୍ୟାମର ପାୱାର ଚାନେଲରେ ବୁଡ଼ି ବୀର ସୁରେନ୍ଦ୍ର ସାଏ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ଜଣେ ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଢେଙ୍କାନାଳର ପ୍ରିୟାଂଶୁ…

ଦୁନିଆର ସବୁଠୁ ଦାମୀ ଔଷଧ, ଜାଣନ୍ତି କି…

ନୂଆଦିଲ୍ଲୀ: ମାନବ ପ୍ରଜାତି ସୃଷ୍ଟିର ଆରମ୍ଭ କାଳରୁ ଅନେକ ରୋଗ ଓ ମହାମାରୀ ସହିତ ଯୁଦ୍ଧ ଲଢି ଆସିଛି । ଯେମିତି ଗତ ବର୍ଷ ମାନଙ୍କରେ ପୁରା ଦୁନିଆରେ ପ୍ରଳୟ କରିଥିବା କରୋନା । କରୋନା ସତେ ଯେମିତି ବିଶ୍ୱ ପାଇଁ ଅଭିଷାପ ପାଲଟି ଯାଇଥିଲା । ତେବେ ଏବେ ବି କରୋନା ସମ୍ପୁର୍ଣ୍ଣ ଭାବରେ ଦୁନିଆରୁ…

ଜୀବନ ସାରା ଶୋଇନାହାନ୍ତି ଏହି ବ୍ୟକ୍ତି…..ଆଶ୍ଚର୍ଯ୍ୟ!… ବଞ୍ଚିଥିଲେ କେମିତି?

ନୂଆଦିଲ୍ଲୀ: ଶରୀର ପାଇଁ ପର୍ଯ୍ୟପ୍ତ ପରିମାଣର ନିଦ୍ରା ଆବଶ୍ୟକ । ନହେଲେ ସ୍ବାସ୍ଥ୍ୟବସ୍ଥା ବିଗିଡିପାରେ । ପ୍ରତିଟି ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ଠଶରୁ ଏହି ଉକ୍ତି ନିହାତି ଶୁଣିଥିବେ । ଆଉ ଯେତେବେଳେ ଆମେ ପର୍ଯ୍ୟାପ୍ତ ନିଦ ବି ନ ପାଉ, ସେତେବେଳେ ଆମେ କ୍ଳାନ୍ତ ହିଁ ଅନୁଭବ କରୁ ।…

ଏକା ରାଜାଙ୍କୁ ଧରିଲେ ଚଳିବନି… ବଦ୍ରି କହିଦେଲେ ବଡ଼ କଥା

ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ରଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର । କହିଛନ୍ତି, ରାଜା ଚକ୍ରଙ୍କୁ ତତ୍କାଳୀନ କେନ୍ଦୁଝର ଜିଲ୍ଲାପାଳ ଓ ଏସପି ପ୍ରୋତ୍ସାହନ ଦେଇଥିଲେ । ଯେତିକି ଖଣି ଖାଦାନ ଲୁଟ ହେଇଛି, ଯେତିକି ଅର୍ଥନୈତିକ ଅପରାଧ ହେଇଛି,…

କିଡନୀ ରୋଗରୁ ରକ୍ଷା ପାଇଁ କେତେ ସମୟ ବ୍ୟାୟାମ ଆବଶ୍ୟକ? ଜାଣନ୍ତୁ…

ନୂଆଦିଲ୍ଲୀ: ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରରେ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କିଡନୀ ରୋଗର ବର୍ଦ୍ଧିତ ବିପଦ, ଏହାର ପ୍ରତିରୋଧ ଏବଂ ଉପଯୁକ୍ତ ଯତ୍ନ ବିଷୟରେ ସଚେତନ କରିବା । କିଡନୀ ଆମ ଶରୀରର ସବୁଠାରୁ…

ଅମିତ ଶାହା ଆସିଲେ ବଡ଼ ଘୋଷଣା !

ଭୁବନେଶ୍ବର: ଆସନ୍ତା ୨୨ତାରିଖରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସରକାରୀ ଗସ୍ତରେ ୧୦ଟି ଅଗ୍ନିଶମ କେନ୍ଦ୍ରର ଶିଳାନ୍ୟାସ ସହ ୨୫ଟି ରାପିଡ ରେସପନ୍ସ ଭେଇକିଲର ଶୁଭାରମ୍ଭ କରିବେ ଶାହା । ତେବେ ତାଙ୍କ ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବି ଗୁରୁତ୍ବପୂର୍ଣ୍ଣ । ରାଜ୍ୟ…

ଥମୁନି ଭାଷା ବିବାଦ: ବଜେଟରେ ଟଙ୍କା ପ୍ରତୀକକୁ ବଦଳାଇଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ: ତାମିଲନାଡୁରେ ହିନ୍ଦୀ ଭାଷାକୁ ନେଇ ଲଢ଼େଇ ଥମିବାର ନାଁ ନେଉନାହିଁ । ଯାହାକୁ ନେଇ ଏବେ ବାଦ ବିବାଦ ଜାରି ରହିଥିବା ବେଳେ ଏବେ ଏହାକୁ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ । ତାମିଲନାଡୁରେ ହିନ୍ଦୀରେ ଟଙ୍କାର ପ୍ରତୀକ '₹' ହଟାଇ ଦେଇଛନ୍ତି । ଏହାକୁ…

ରାଜ୍ୟରେ ୪୦୦୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ: ମନ୍ତ୍ରୀ

ଭୁବନେଶ୍ବର: କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, ରାଜ୍ୟରେ କୃଷିକୁ ଆଗକୁ ବଢାଇବା ପାଇଁ ବ୍ୟାପକ ଜଳସେଚନ ବ୍ୟବସ୍ଥା ଆବଶ୍ୟକ । ଯାହାକୁ…

ଅନଲାଇନ ଗେମ ନେଲା ଦଶମ ଶ୍ରେଣୀ ଛାତ୍ରୀଙ୍କ ଜୀବନ

ରାମନାଗୁଡ଼ା: ଅନଲାଇନ ଗେମ ଖେଳି ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉକ୍ତ ଛାତ୍ରୀ ଜଣକ ହେଲେ ସାଇନା ସାହୁ। ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକର ଗଣପତିଗୁଡା ଗ୍ରାମରେ ଘଟିଛି ଅଘଟଣ। ଅନଲାଇନ ଗେମ ଖେଳି ଚାରି ଲକ୍ଷ ଟଙ୍କା ଜିତିଥିଲେ କିନ୍ତୁ…