ବାଲିପାଟଣା ଗୁଳିକାଣ୍ଡ ମାମଲାରେ ଟ୍ବିଷ୍ଟ; ନିଜେ ନିଜକୁ ଗୁଳି ମାରିଥିଲେ ଆହତ ଦୀପ୍ତି
ଭୁବନେଶ୍ଵର: ରାଜଧାନୀ ବାଲିପାଟଣା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଥିଲା, ତେବେ ଏହି ଗୁଳିକାଣ୍ଡ ଘଟଣାରେ ନୂଆ ଟୁଇଷ୍ଟ ଆସିଛି । କୌଣସି ଦୁର୍ବୃତ୍ତ ବାଇକରେ ଆସି ନଥିଲେ କି ଗୁଳି ମାରି ନଥିଲେ । ନିଜେ ନିଜକୁ ଗୁଳି ମାରିବା ପରେ ଦୁର୍ବୃତ୍ତ ଗୁଳି…