ବିମାନରେ ନଡିଆ ନେବା ଉପରେ ରୋକ, ଜାଣନ୍ତୁ ନିୟମ ଓ କାରଣ…
ନୂଆଦିଲ୍ଲୀ: ଯଦି ଆପଣ ବିମାନରେ ଯାତ୍ରା କରିବାକୁ ଯାଉଛନ୍ତି ଏବଂ ଆପଣଙ୍କ ବ୍ୟାଗରେ ନଡ଼ିଆ ରଖିବାକୁ ଭାବୁଛନ୍ତି, ତେବେ ସାବଧାନ ରୁହନ୍ତୁ । ବିମାନବନ୍ଦରରେ ଆପଣଙ୍କର ଗୋଟିଏ ଛୋଟ ଭୁଲ ମହଙ୍ଗା ପଡିପାରେ । ଆପଣ କ’ଣ ଜାଣନ୍ତି କି ବିମାନରେ ନଡ଼ିଆ ନେବା ସମ୍ପୂର୍ଣ୍ଣ ନିଷେଧ ନହଲେ ବି ଏଥିପାଇଁ…