Latest Odisha News

BREAKING NEWS

ଲାଭଦାୟକ ‘ବ୍ଲୁ ଟି’

ଭୁବନେଶ୍ବର: ଗ୍ରୀନ୍ ଟି ଜାଣିଥିବେ ଓ ପିଇଥିବେ ମଧ୍ୟ । କିନ୍ତୁ ବ୍ଲୁ ଟି କେବେ ପିଇଛନ୍ତି । ଏହା ଗ୍ରୀନ୍ ଟି ଠାରୁ ଅଧିକ ଲାଭଦାୟକ। ଅପରାଜିତା ଫୁଲର ଚାହା କୁ ବ୍ଲୁ ଟି କୁହାଯାଏ । ଏହା ଆଣ୍ଟି-ଅକ୍ସିଡ଼େଣ୍ଟରେ ଭରପୁର ଅଟେ । ଏଥିରେ ଅନେକ ଔଷଧିୟ ଗୁଣ ରହିଛି। କିପରି ବନେଇବେ ଏହି 'ବ୍ଲୁ…

କୁମ୍ଭ ରାଶିରେ ପ୍ରବେଶ କରିବେ ବୁଧ; ଏହି ୫ରାଶିର ହେବ ଭାଗ୍ୟ ଉଦୟ

ଭୁବନେଶ୍ବର:ବୁଧ କୌଣସି ରାଶିରେ ପ୍ରବେଶ କଲେ କିଛି ନା କିଛି ପ୍ରଭାବ ପକାଇଥାଏ । ବୁଧଙ୍କ କୃପା ଥିଲେ ବୁଦ୍ଧିମତା ଏବଂ ତର୍କ କ୍ଷମତା ବଳରେ ସଫଳତା ହାସଲ କରି ହେବ । ୧୧ ଫେବୃଆରୀ ୨୦୨୫ ଦିନ ୧୨:୪୧ ସମୟରେ କୁମ୍ଭ ରାଶିରେ ପ୍ରବେଶ କରିବେ ବୁଧ । କୁମ୍ଭ ରାଶିରେ ବୁଧଙ୍କ ପ୍ରବେଶ ଫଳରେ ୫ଟି…

ଲିମ୍ଫାଟିକ ଫାଇଲେରିଆ ଦୂରୀକରଣ କାର୍ଯ୍ୟକ୍ରମ ଫେବୃଆରୀ ୧୦ରୁ ୧୯ ତାରିଖ ଯାଏଁ ଚାଲିବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ୬ ଟି ଫାଇଲେରିଆ ପ୍ରବଣ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆ (ଏଲଏଫ) ଦୂରୀକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମଡିଏ) ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ କରାଯିବ । ସେଥିପାଇଁ…

କାଶ୍ମୀର ମୁସଲମାନଙ୍କ, ଆମେ ତାକୁ ନେଇଯିବୁ; ହାଫିଜ ସଇଦ ପୁଅ

ଲାହୋର: କାଶ୍ମୀର ମୁସଲମାନଙ୍କ, ଆମେ ତାକୁ ନେଇଯିବୁ।ପାକିସ୍ତାନର ଲାହୋରରେ 'କାଶ୍ମୀର ଏକଜୁଟତା ଦିବସ' ଅବସରରେ ହାଫିଜ୍ ସଇଦର ପୁଅ ତଲ୍ହା 'କାଶ୍ମୀରକୁ ମୁକ୍ତ' କରିବାକୁ ଶପଥ ନେଇଛନ୍ତି। ବୁଧବାର ଦିନ ହୋଇଥିବା ରାଲି ସମୟରେ ତଲ୍ହା ସଇଦ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା କହି…

ସଡ଼କ ଦୁର୍ଘଟଣା ହ୍ରାସ ନେଇ ବ୍ରହ୍ମପୁର ଏସପିଙ୍କୁ ଭେଟିଲା ଆଇଆଇଟି ମାଡ୍ରାସ ଟିମ୍

ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ତତପରତା ଦେଖାଇଛନ୍ତି ସରକାର । ଏଥିପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ସରକାର । ଏହିକ୍ରମରେ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ଆଇଆଇଟି ମାଡ୍ରାସ ଟିମ୍ ବୁଧବର ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ସହ ଆଲୋଚନା…

ରାଷ୍ଟ୍ରପତିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର, ଦେଲେ ଏହି ଉପହାର..

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ଗୁରୁବାର ଦିନ ରାଷ୍ଟ୍ରପତି ଭବନକୁ ଯାଇ କ୍ରିକେଟ ଲିଜେଣ୍ଡ ସଚିନ ମହାମହିମଙ୍କ ସହ ଦେଖା କରିଛନ୍ତି । ସଚିନ ତେନ୍ଦୁଲକର ତାଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଓ ଝିଅ ସାରା ତେନ୍ଦୁଲକରଙ୍କ ସହ…

୬୦୦ ୱିକେଟ କ୍ଲବରେ ଭାରତର ଏହି ଅଭିଜ୍ଞ ଅଲରାଉଣ୍ଡର

ନାଗପୁର: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆନ୍ତର୍ଜାତୀୟ କ୍ରିକେଟରେ ୬୦୦ ୱିକେଟ ପୂର୍ଣ୍ଣ କରିଛନ୍ତି । ସେ ଏହି ମ୍ୟାଚରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ୫ମ ଭାରତୀୟ ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।…

‘ଥାଣ୍ଡେଲ’ ପାଇଁ କାହିଁକି ସାଇ ପଲ୍ଲବୀଙ୍କୁ ପସନ୍ଦ କଲେ ନିର୍ମାତା… 

ନୂଆଦିଲ୍ଲୀ: ମଗଧିରା, ଧ୍ରୁବ, ଗୀତା ଗୋବିନ୍ଦମ୍ ଭଳି ହିଟ୍ ଚଳଚ୍ଚିତ୍ର ଦେଇଥିବା ଆଲୁ ଅରବିନ୍ଦଙ୍କ ପ୍ରଯୋଜନା ସଂସ୍ଥା ଫିଲ୍ମ 'ଥାଣ୍ଡେଲ' ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏହା ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଏବଂ ସାଇ ପଲ୍ଲବୀ ଅଭିନୀତ ଏକ ରୋମାଣ୍ଟିକ ଆକ୍ସନ୍ ଥ୍ରୀଲର୍ ଫିଲ୍ମ।…

ରାଜ୍ୟସଭାରେ ଅଲଗା ଅନ୍ଦାଜରେ ପ୍ରଧାନମନ୍ତ୍ରୀ, ଖଡ଼ଗେଙ୍କୁ କଲେ ପ୍ରଶଂସା

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଏକ ଅଲଗା ଅନ୍ଦାଜରେ କଂଗ୍ରେସ ସଭାପତି ମଲ୍ଲିକା ଅର୍ଜୁନ ଖଡ଼ଗେଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟସଭାରେ ଖଡ଼ଗେ କହୁଥିବା ସାୟରୀଙ୍କୁ ନେଇ ନିଆରା ଢ଼ଙ୍ଗରେ କରିଥିଲେ ସମାଲୋଚନା। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମୋଦି କହିଥିଲେ କି ଗୃହରେ ଖଡଗେ ଜୀ…

ଏପରି କରନ୍ତୁ ଘୋଷ୍ଟ କଲ୍ ର ସଠିକ୍ ବ୍ୟବହାର..

ଭୁବନେଶ୍ବର: ଆପଣଙ୍କୁ କେବେ ଏପରି ଏକ କଲ ଆସିଛି କି, ଆପଣ ଉଠାଇବାପରେ କୌଣସି ଉତ୍ତର ସେପଟୁ ଆସେ ନାହିଁ । ଏହାକୁ ଘୋଷ୍ଟ କଲ୍ କୁହାଯାଏ । ଅନେକଥର ଟେଲି ମାର୍କେଟିଂ କମ୍ପାନୀ ଏବଂ ସ୍କାମରମାନେ ଯାଞ୍ଚ କରିବା ପାଇଁ ଏପରି କଲ କରନ୍ତି ଉକ୍ତ ନଂ ସକ୍ରିୟ ଅଛି କି ନାହିଁ ଜାଣିବାକୁ । କିନ୍ତୁ…