୫ ମାସରେ ୩୫ କେଜି ଓଜନ କମାଇଲେ ସିଦ୍ଧୁ, ଜାଣନ୍ତୁ କେମିତି…
ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସିଦ୍ଧୁ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଓଜନ ହ୍ରାସ ବିଷୟରେ କହିଛନ୍ତି।
ସୋସିଆଲ ମିଡିଆରେ ସେ କହିଛନ୍ତି ଯେ ସେ ୫ ମାସରୁ କମ୍ ସମୟ ମଧ୍ୟରେ…