୪ ଯୁବକଙ୍କୁ ଅପହରଣ ମାମଲା: ଜଣେ ଅଟକ, ଟଙ୍କା ପାଇଁ ଦିଆଯାଉଥିଲା ନିର୍ଯାତନା
ଦିଗପହଣ୍ଡି: ୪ ଯୁବକଙ୍କୁ ଅପହରଣ ମାମଲାରେ ଜଣେ ଅଟକ। ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସପି ଦେଇଛନ୍ତି ସୂଚନା। ଘଟଣାରେ ୫ରୁ ଅଧିକ ଅପହରଣକାରୀ ସାମିଲ ଥିବା ଏସ୍ପି କହିଛନ୍ତି। ଭୁବନେଶ୍ବରରୁ ସମସ୍ତଙ୍କୁ ଅପହରଣ କରି ଗଞ୍ଜାମରେ ଆଣି ରଖିଥିଲେ ଅପହରଣକାରୀ। ଋଣ କାରବାରକୁ ନେଇ…