ଚିଲିକାରେ କମିଲେ ବିଦେଶୀ ପକ୍ଷୀ, ବଢିଲା ପକ୍ଷୀଙ୍କ ପ୍ରଜାତି
ଖୋର୍ଦ୍ଧା: ଗତବର୍ଷ ତୁଳନାରେ ଚିଲିକାରେ କମିଲା ବିଦେଶୀ ପକ୍ଷୀ ସଂଖ୍ୟା । ଗତବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ମୋଟ ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀ ଆସିଛନ୍ତି । ଅର୍ଥାତ୍ ଗତବର୍ଷ ତୁଳନାରେ ୧୦ ହଜାର ୫୩୧ କମ୍ ବିଦେଶୀ ପକ୍ଷୀ ଆସିଛନ୍ତି । ତେବେ…