କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧.୪୨ କୋଟି ଋଣ ଠକେଇ, ମହିଳା ସୁପରଭାଇଜର ଗିରଫ
ବ୍ରହ୍ମପୁର: ଦିନକୁ ଦିନ ଠକକ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଆସିକା ପରେ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧୀନ ବିଜିପୁର ସମବାୟ ବ୍ୟାଙ୍କ୍ ଶାଖାରେ ୧ କୋଟି ୪୨ ଲକ୍ଷ ଟଙ୍କାର ଋଣ ଘୋଟାଲା ହୋଇଥିବା ଖବର ସାମ୍ନାକୁ ଆସିଛି।
ସଂପୃକ୍ତ ମାମଲାରେ ପୂର୍ବତନ ଶାଖା ପରିଚାଳକଙ୍କୁ ଗିରଫ…