Latest Odisha News

BREAKING NEWS

ଇଂରାଜୀ ନବବର୍ଷ ୨୦୨୫ର ଡେସ୍କ୍ ଓ ୱାଲ୍ କ୍ୟାଲେଣ୍ଡର୍ ଲୋକାର୍ପିତ

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥିବା ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି। କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି। ଏହି ଦେବାର୍ପଣ ପରେ ଆଜି…

ଶେଷରେ ମୁହଁ ଖୋଲିଲେ ନବୀନ: କହିଦେଲେ..କାହିଁକି ହାରିଲା ବିଜେଡି?

ଭୁବନେଶ୍ବର: ଆଜି ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ବେଳେ ଶଙ୍ଖଭବନରେ ମଧ୍ୟ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯେଉଁଥିରେ ସାରା ଓଡିଶାବାସୀ ଏବଂ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବା ସହ ଗତ ନିର୍ବାଚନରେ…

୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ଛକା ଖାଇଲେ ବୁମରାହ

ମେଲବୋର୍ଣ୍ଣ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଏକ ନିଆରା ରେକର୍ଡ ଭାଙ୍ଗିଯାଇଛି । ଚଳିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ୪ର୍ଥ ମ୍ୟାଚରେ ବୁମରାହ ଛକା ଖାଇଛନ୍ତି । ଶୁଣିବାକୁ ଅବଶ୍ୟ ଏହା ଆଶ୍ଚର୍ଯ୍ୟ ଲାଗିପାରେ ମାତ୍ର ବୁମରାହ ୧୪୪୫ ଦିନ ଏବଂ ୪୪୮୩ ବଲ ବୋଲିଂ କରି ଟେଷ୍ଟ…

ଆଇଆରସିଟିସି ଆପ୍ ଓ ୱେବସାଇଟ ଠପ୍

ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ୱେବସାଇଟ୍ ଏବଂ ଆପ୍ ଡିସେମ୍ବର ୨୬ ଦିନ ଠପ୍ ହୋଇପଡିଛି। ଉଭୟ ୱେବସାଇଟ୍ ଏବଂ ଆପର ସେବା କାମ କରୁନାହିଁ। ଯାହାକୁ ନେଇ ଲକ୍ଷ ଲକ୍ଷ ଯାତ୍ରୀ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତ। ଡାଉନ୍ ଡିଟେକ୍ଟର…

ଥମୁନି ଯୁଦ୍ଧ: ଏୟାରଷ୍ଟ୍ରାଇକରେ ଗଲା ୫ ସାମ୍ବାଦିକଙ୍କ ଜୀବନ

ନୂଆଦିଲ୍ଲୀ: ଥମୁନି ଇସ୍ରାଏଲ- ଗାଜା ଯୁଦ୍ଧ । ଆଜି ସକାଳୁ ସକାଳୁ ପୁଣି ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ମାଡରେ ୧୦ ଜଣଙ୍କ ଜୀବନ ଯାଇଛି । ସେଥିମଧ୍ୟରୁ ୫ ଜଣ ସେଠାରେ ଖବର ପ୍ରସାରଣ କରୁଥିବା ସାମ୍ବାଦିକ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ପ୍ରତ୍ୟୁଷରେ ଗାଜା ଉପରେ ଇସ୍ରାଏଲୀ…

ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ବିଷୟରେ ଜାଣିଛନ୍ତି କି? ପିଲାମାନଙ୍କର ଉଚ୍ଚଶିକ୍ଷା ବିଷୟରେ ଚିନ୍ତା ହେବ ଶେଷ..

ନୂଆଦିଲ୍ଲୀ:  'ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ’ ଯୋଜନା ମାଧ୍ୟମରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ସରକାରୀ ଓ ଘରୋଇ ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ପାଠ୍ୟକ୍ରମ ଦେୟ…

ବକ୍ସିଂ ଡେ ଟେଷ୍ଟ: ଅଷ୍ଟ୍ରେଲିଆ ୩୧୧/୬

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଆରମ୍ଭ ହୋଇଛି । ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ ବିନିମୟରେ ୩୧୧ ରନ ସଂଗ୍ରହ କରି ନେଇଛି । ଷ୍ଟିଭ ସ୍ମିଥ ୬୮ ଓ ପ୍ୟାଟ କୁମିନ୍ସ ୮ ରନ କରି ଅପରାଜିତ…

‘ଓଡିଶାର ହକ ଲଢେଇରେ ପଛଘୁଞ୍ଚା ଦେବନି ବିଜେଡି’

ଭୁବନେଶ୍ବର: ଆଜି ଅର୍ଥାତ୍ ଡିସେମ୍ବର ୨୬ ତାରିଖ, ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ । ୨୭ ବର୍ଷର ନିରବଚ୍ଛିନ୍ନ ସେବା ଦେଇଥିବା ବିଜେଡି ଏବେ କ୍ଷମତା ଚ୍ୟୁତ ହୋଇଛି । ଆଉ ଆଜି ୨୮ ବର୍ଷରେ ପାଦ ଥାପିଛି ବିଜେଡି । ବିଡେଡି ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ…

ଗ୍ରୀନଲ୍ୟାଣ୍ଡ କିଣିବାକୁ ଚାହୁଁଛି ଆମେରିକା, ଜାଣନ୍ତୁ କିପରି ଏବଂ କେତେ ଟଙ୍କାରେ ବିକ୍ରି ହୁଏ ଦେଶ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ଦ୍ୱୀପ କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆମେ ଆପଣଙ୍କୁ କହିବୁ ଯେ ପୂର୍ବ କାର୍ଯ୍ୟକାଳ ମଧ୍ୟରେ ମଧ୍ୟ ଗ୍ରୀନଲ୍ୟାଣ୍ଡ କିଣିବାକୁ ଆମେରିକା ନିଜର ଇଚ୍ଛା ପ୍ରକାଶ କରିଥିଲା। କିନ୍ତୁ ପ୍ରଶ୍ନ ହେଉଛି…

କୋନ୍ସାଟସ-କୋହଲି ବିବାଦ: ସମାଲୋଚନା କଲେ ପୂର୍ବ କ୍ରିକେଟର

ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଅଷ୍ଟ୍ରେଲିଆ ପକ୍ଷରୁ ଆନ୍ତର୍ଜାତୀୟ ପଦାର୍ପଣ କରିଥିବା ଯୁବ ବ୍ୟାଟ୍ସମ୍ୟାନ ସ୍ୟାମ କୋନ୍ସାଟସ ଓ ବିରାଟ କୋହଲିଙ୍କ ବିବାଦ ଚର୍ଚ୍ଚାର କାରଣ ସାଜିଛି ।…