Latest Odisha News

BREAKING NEWS

ଗୋଟିଏ ଯୋଗ ଆସନାର ଅନେକ ଉପକାର: ଶଶାଙ୍କାସନ

ଭୁବନେଶ୍ବର: ଶଶାଙ୍କାସନ ଯୋଗ କରି, ଆମେ ଅନେକ ପ୍ରକାରର ସମସ୍ୟାରୁ ଅନେକ ଆରାମ ପାଇପାରିବା କି? ଆଜ୍ଞା ହଁ, ଶଶାଙ୍କାସନ ନାମକ ରାବିଟ୍ ପୋଜ୍ ବେକ, କାନ୍ଧ ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଓ ଅନେକ ଲାଭ ଶରୀରକୁ ମିଳିଥାଏ | ତେବେ  ଆସନ୍ତୁ ଜାଣିବା ଶଶାଙ୍କାସାନା କିପରି ସଠିକ୍ ଭାବରେ…

‘ରାଷ୍ଟ୍ର ବିରୋଧୀ କେଜ୍ରିୱାଲ, ତାଙ୍କ ସହ ମେଣ୍ଟ କରିବା ମସ୍ତ ବଡ ଭୂଲ’

ନୂଆଦଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆମ୍ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ଭଳି ସମସ୍ତ ଦଳ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ କଂଗ୍ରେସ ମଧ୍ୟ ଆପ୍ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିବାରେ ଲାଗିଛି ।…

ପଦ୍ମ ଭୂଷଣ ବିଶିଷ୍ଟ ମାଲାୟାଲମ୍ ଲେଖକ ଏମଟି ବାସୁଦେବନ ନାୟରଙ୍କ ପରଲୋକ

ଥିରୁଅନନ୍ତପୁରମ୍: ବିଶିଷ୍ଟ ମାଲାୟାଲମ୍ ଲେଖକ ତଥା ସ୍କ୍ରିନ୍ ରାଇଟର୍ ଏମଟି ବାସୁଦେବନ ନାୟରଙ୍କର ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ମାଲାୟାଲମର ଭାବପ୍ରବଣ ସଂଗୀତର ବାଦଶାହ ଥିବା ଏମଟି ଭାସୁଦେବନ ନାୟାରଙ୍କ ବୁଧବାର କୋଝିକୋଡରେ ଦେହାନ୍ତ ହୋଇଛି । ହୃଦଘାତରେ…

କେଉଁଠି ରାଜନୀତି କରିବେ ରଘୁବର? ଝାଡ଼ଖଣ୍ଡ ନା ଦିଲ୍ଲୀ…

ନୂଆଦିଲ୍ଲୀ: ଓଡିଶା ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚାଲିଛି ରାଜନୈତିକ କଳ୍ପନାଜଳ୍ପନା। ଭାରତୀୟ ଜନତା ପାର୍ଟି ରାଜ୍ୟରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସଂଗଠନ ମଜବୁତ କରୁଥିବା ସମୟରେ ଶ୍ରୀ ଦାଶ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ଭାବରେ ନିଯୁକ୍ତ…

ସମବାୟ ସଂସ୍ଥା ଗୁଡ଼ିକୁ ଗ୍ରାମ୍ୟ ଅର୍ଥନୀତିର ଇଞ୍ଜିନ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ ହୋଇଯାଇଛି । ଲୋକସେବା ଭବନର କନଭେନସନ ସେଣ୍ଟର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମବାୟ ସମିତି ଗୁଡିକର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ଅସୁସ୍ଥ ପତ୍ନୀଙ୍କ ସେବା ପାଇଁ ଭିଆରଏସ୍ ନେଲେ, ଅବସର ଦିନ ଚାଲିଗଲା ଜୀବନ

ଜୟପୁର: ରାଜସ୍ଥାନର କୋଟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ସରକାରୀ କର୍ମଚାରୀ ଅସୁସ୍ଥ ପତ୍ନୀଙ୍କ ସେବା ପାଇଁ ଭିଆରଏସ୍ ନେଲେ କିନ୍ତୁ ଅବସର ଦିନ ଦୁନିଆରୁ ଅଲବିଦା କହିଗଲେ। ସ୍ବେଚ୍ଛାକୃତ ଅବସର ଦିନ ସ୍ବାମୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଉଥିଲା। ଏହି ସମୟରେ ସେଠାରେ…

ଜୟା ହେଉଛନ୍ତି ମୋ ଏଟିଏମ୍, ମୁଁ ତାଙ୍କ ଠାରୁ ଟଙ୍କା ମାଗେ…

ମୁମ୍ବାଇ: ଅମିତାଭ ବଚ୍ଚନ ପୁଣିଥରେ 'କୌନ ବନେଗା କରୋଡପତି ୧୬'ରେ ତାଙ୍କ ଜୀବନ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ଏଥର ସେ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ସହ ଥିବା ସମ୍ପର୍କ ବିଷୟରେ କହିଛନ୍ତି । ତାଙ୍କ ସାମ୍ନାରେ 'ଇଣ୍ଡିଆ ଚ୍ୟାଲେଞ୍ଜର୍ ଓ୍ବିକ୍' ର ପ୍ରତିଯୋଗୀ ପ୍ରିୟଙ୍କା ହଟ୍ ସିଟରେ…

ପୁରୀ, ବାରଣାସୀ ଓ ହରିଦ୍ଵାର ପାଲଟିଲା ଶ୍ରେଷ୍ଠ ତୀର୍ଥସ୍ଥଳୀ: ଓୟୋ ରିପୋର୍ଟ

ଭୁବନେଶ୍ୱର: ଭାରତରେ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ଓ ତୀର୍ଥଯାତ୍ରା ସ୍ଥାନ ମଧ୍ୟରେ ପୁରୀ, ବାରଣାସୀ ଏବଂ ହରିଦ୍ୱାରକୁ ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ପର୍ଯ୍ୟଟକ ଆସୁଥିବାର ଦେଖାଯାଇଛି। ଯାହା ଫଳରେ ଏହା ଶ୍ରେଷ୍ଠ ତୀର୍ଥସ୍ଥଳୀ ପାଲଟିଛି। ଓୟୋ ଦ୍ୱାରା ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି ଯେ…

ପୁସ୍ତକ ପ୍ରେମୀ ନିରାଶ, ଇଣ୍ଡିଆ ପୋଷ୍ଟ ‘ବୁକ୍ ପୋଷ୍ଟ’ ସେବାକୁ କଲା ବନ୍ଦ

ନୂଆଦିଲ୍ଲୀ: ଡିସେମ୍ବର ୧୮, ୨୦୨୪ରେ ଇଣ୍ଡିଆ ପୋଷ୍ଟ ଏହାର 'ବୁକ୍ ପୋଷ୍ଟ (ଆର୍‌ବିପି)' ସେବା ବନ୍ଦ କରି ପୁସ୍ତକ ପ୍ରେମୀ ତଥା ପୁରା ପୁସ୍ତକ ଶିଳ୍ପକୁ ଏକ ଝଟକା ଦେଇଛି । ଏହି ସେବା ଦ୍ବାରା ୫ କିଗ୍ରାର ପୁସ୍ତକ ପଠାଇବା ପାଇଁ ୮୦ଟଙ୍କା ଦେବାକୁ ପଡ଼ିଥାଏ,ଯାହାକି ଅନ୍ୟ କୋରିଅର୍‌ ସଂସ୍ଥାଠାରୁ…

କାମ୍ବଲୀଙ୍କ ଶରୀରରେ ଜ୍ୱର, ଏମଆରଆଇ ଟେଷ୍ଟ ଘୁଂଚିଲା

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ବିନୋଦ କାମ୍ବଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ଏବେ ଥାନେର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୟୁରିନାରୀ ଟ୍ରାକ ଇନେଫେକ୍ସନରେ ସେ ଆକ୍ରାନ୍ତ ହୋଇଛନ୍ତି । ଏବେ ତାଙ୍କ ଶରୀରରେ ଜ୍ୱର ରହିଛି । ତେବେ ତାଙ୍କୁ ଚିକିତ୍ସା…