Latest Odisha News

BREAKING NEWS

ବର୍ଷା ଉଜାଡି ଦେଲା ବର୍ଷକର ପରିଶ୍ରମ, ବିଲ ଦେଖିଲେ ଛାତି ଫାଟିପଡୁଛି

ଭୁବନେଶ୍ବର: କଥାରେ ଅଛି “ଚାଷ ତରତର ବଣିଜ ମଠ,ହାଟୁଆ ହୁଡ଼ିଲେ ହାଟ ପାଳିଏ, ଚାଷୀ ହୁଡିଲେ ବରଷେ” । ଆଉ ଏବେ ଅଦିନିଆ ବର୍ଷା ବର୍ଷକର ପରିଶ୍ରମ ଧୋଇଦେଇଛି । ଆଉ ଦେଇ ଯାଇଛି ଅସୁମାରୀ କୋହ । ଯାହାକୁ ସପ୍ତାହେ ପୂର୍ବରୁ ଦେଖି ଚାଷୀ ଭାଇ ଠୋ ଠୋ କରି ହସୁଥିଲା ଆଜି ସେହି ସୁନାର ଫସଲର ଏପରି…

ଜମ୍ମୁ କାଶ୍ମୀରର ଅଂଜି ଖଡ୍ ବ୍ରିଜରେ ଗଡ଼ିଲା ପ୍ରଥମ ଇଲେକ୍ଟ୍ରି ରେଳ ଇଞ୍ଜିନ୍

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅଂଜି ଖଡ୍ ବ୍ରିଜରେ ଗଡ଼ିଲା ପ୍ରଥମ ଇଲେକ୍ଟ୍ରି ରେଳ ଇଞ୍ଜିନ୍। ଏକ ନମ୍ବର ଟନେଲ୍ ଦେଇ ରେଳ ଇଞ୍ଜିନ୍ ଗଡ଼ିଛି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ରେଳ ମାଧ୍ୟମରେ କାଶ୍ମୀରକୁ ଦେଶ ସହ ଯୋଡିବାର ସ୍ୱପ୍ନ ଖୁବ୍ ଶୀଘ୍ର ପୂରଣ…

ଦୁର୍ବଳ ହେଲା ଲଘୁଚାପ: କାଲିଠୁ ଘନ କୁହୁଡି, ୮ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ବର: ଆଜିଠାରୁ କମିବ ବର୍ଷାର ପ୍ରଭାବ । ବଙ୍ଗୋପସାଗରରେ ସୃଷ୍ଟ ସଦୃଶ ଲଘୁଚାପ ସାମାନ୍ୟ ପଶ୍ଚିମ ଦିଗକୁ ଗତିକରି, ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଯାହାର ପ୍ରଭାବରେ ରାଜ୍ୟରୁ ଧିରେ ଧିରେ ବର୍ଷାର ପରିମାଣ କମିବ। ଏହା ସହ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଏଥିସହ…

ଭିଜିଲାନ୍ସ ଜାଲରେ ବୋରିଗୁମ୍ମା ଏଆରଆଇ, ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ

ବୋରିଗୁମ୍ମା: ଭିଜିଲାନ୍ସ ଜାଲରେ ଏଆରଆଇ ବାବୁ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଆସିଷ୍ଟାଣ୍ଟ ଆରଆଇ ସୁରେନ୍ଦ୍ର ତନ୍ତୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହେଉଛି। ବର୍ତ୍ତମାନ ସେ ଆରଆଇ ପୋଷ୍ଟରେ ଇନଚାର୍ଜ ଅଛନ୍ତି।…

ବାଇକରେ ଲିଫଟ୍ ଦେଇ ୧୧ ପୁରୁଷଙ୍କୁ ହତ୍ୟା: ସିରିୟଲ କିଲର ଗିରଫ

ଅମୃତସର: ବାଇକରେ ଲିଫଟ ଦେଇ ପୁରୁଷଙ୍କୁ କରୁଥିଲା ହତ୍ୟା। ୧୮ ମାସରେ ୧୧ଜଣଙ୍କୁ ହତ୍ୟା କରିଥିବା ମାନିଲା ସିରିଏଲ୍ କିଲର୍ । ଖାଲି ଏତିକି ନୁହେଁ। ସିରିଏଲ୍ କିଲିଂର ପୂରା କାହାଣୀ ଶୁଣିଲେ ରୁମ ଟାଙ୍କୁରି ଉଠିବ। ଏହି ଘଟଣାଟି ପଞ୍ଜାବର। ବାଇକରେ ଲିଫ୍ଟ ଦେଇ ପୁରୁଷଙ୍କୁ ହତ୍ୟା କରିବା ପରେ…

ଗତ ୩ ବର୍ଷରେ ଦୁଇ ଗୁଣା ବଢିଛି କଲରାପତରିଆ ବାଘ ସଂଖ୍ୟା

ଢେଙ୍କାନାଳ: ବାଘ ବଂଶ ବୃଦ୍ଧିରେ ପ୍ରତିବନ୍ଧକ ସାଜିଛନ୍ତି ଶିକାରୀ। କେତେବେଳେ କରେଣ୍ଟ ତ କେତେବେଳେ ତାର ଜାଲରେ ଫଶୁଛନ୍ତି। ଢେଙ୍କାନାଳ ବନଖଣ୍ଡରେ ଶିକାରୀଙ୍କ ଉତ୍ପାତ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତ ୩ ବର୍ଷରେ ଦୁଇ ଗୁଣା ବଢିଛି କଲରାପତରିଆ ସଂଖ୍ୟା। ୨୦୨୧ ମସିହାରେ ଢେଙ୍କାନାଳର…

ଜିରୋ ନାଇଟରେ ପୋଲିସର ଜିରୋ ଟଲରାନ୍ସ: ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ନଜର

ଭୁବନେଶ୍ୱର: ଟୁଇନ ସିଟିରେ ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି। ଚେକିଂ, ବ୍ଲକିଂ ସାଙ୍ଗକୁ ଜୋରଦାର ହେବ ନାକାବନ୍ଦୀ। ଏ ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଉତ୍ସାହ ଉଦ୍ଦୀପନା ସହ ଆସୁଛି ନୂଆବର୍ଷ। ଜିରୋ ନାଇଟ ସେଲିବ୍ରେସନ ପାଇଁ ଶେଷ…

ଆଜିଠୁ କମିବ ବର୍ଷା, ପୁଣି ବଢ଼ିବ କୁହୁଡି

ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷ । ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। କେଉଁଠି ହାଲୁକା ତ କେଉଁଠି ମଧ୍ୟମ ଧରଣର ବର୍ଷା ହେଉଛି। ତେବେ ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ ସାମାନ୍ୟ କମିବାକୁ ଥିବା ବେଳେ କାଲିଠୁ…

ଖାଦ୍ୟ ପଦାର୍ଥ ସାଇତି ରଖିବାର ସହଜ ଉପାୟ

ଭୁବନେଶ୍ବର: ଖାଦ୍ୟ ପଦାର୍ଥକୁ ବେଶୀ ଦିନ ସାଇତି ରଖିବାକୁ ସମସ୍ତେ ଚାହିଥା’ନ୍ତି । କିନ୍ତୁ ଆମର ଅସାବଧାନତା ଗୁଣ ଯୋଗୁଁ ଅବା ଅଜଣତାରେ ଖାଦ୍ୟ ପଦାର୍ଥକୁ ବେଶୀ ଦିନ ସାଇତି ରଖି ପାରି ନଥାଉ । ଅମ୍ଭେମାନେ ଯଦି ଟିକିଏ ସାବଧନତା ଅବଲମ୍ବନ କରିବା ତେବେ ଖାଇବା ପଦାର୍ଥ ଶୀଘ୍ର ନଷ୍ଟ ହେବ ନାହିଁ…

ଶୀତଦିନେ ପ୍ରତିଦିନ ଦୌଡ଼ିବା ଜରୁରୀ କି? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ଯଦି ଆପଣ ଶରୀରର ଚର୍ବିକୁ ଶୀଘ୍ର କମେଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ଦୌଡିବା ଅଭ୍ୟାସ କରନ୍ତୁ। ଦୌଡିବା ମଧ୍ୟ ଏକ ବ୍ୟାୟାମ ଯେତିକି ସରଳ ସେତିକି ପ୍ରଭାବଶାଳୀ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ଯେତେବେଳେ ଆପଣ ଦୌଡ଼ନ୍ତି, ସମଗ୍ର ଶରୀର ଗତି ହୁଏ। ଆପଣ ପ୍ରତିଦିନ କେତେ…