ପୁଣି ଆଇଡି ବିସ୍ଫୋରଣ: ୨ ଯବାନ ଗୁରୁତର ଆହତ
ମାଲକାନଗିରି: ପୁଣି ଅସାନ୍ତ ହୋଇପଡିଛି ସୀମାନ୍ତ ଆଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ତିମାପୁର ଗାଁରେ ସର୍ଚ୍ଚ…