Latest Odisha News

BREAKING NEWS

ଛାଡପତ୍ର ଚର୍ଚ୍ଚା ଭିତରେ ଏକାଠି ନଜର ଆସିଲେ ଏହି ଷ୍ଟାର ଦମ୍ପତି, ଭିଡିଓ ଭାଇରାଲ

ମୁମ୍ବାଇ: ଗତ କିଛି ଦିନ ଧରି ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ରକୁ ନେଇ ଲାଗିରହିଥିବା ଚର୍ଚ୍ଚା ଭିତରେ ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି l ଗତକାଲି ଝିଅ ଆରାଧ୍ୟଙ୍କର ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଏକାଠି ନଜର ଆସିଥିଲେ ଏହି ଷ୍ଟାର ଦମ୍ପତି l ତାଙ୍କ ସହ ବିଗ ବି…

ଜଣେ ଶୀତଦିନେ କେତେ ଘଣ୍ଟା ପାଇଁ ଚାଲିବା ଉଚିତ୍ ଓ କେଉଁ ସମୟରେ ଚାଲିବା ସବୁଠାରୁ ଲାଭଦାୟକ?

ଭୁବନେଶ୍ବର:ଶୀତ ହେଉ କିମ୍ବା ଗ୍ରୀଷ୍ମ, ଫିଟ୍ ରହିବା ପାଇଁ ଚାଲିବା ହେଉଛି ସର୍ବୋତ୍ତମ ଉପାୟ ଭାବରେ ବିବେଚନା କରାଯାଏ | ସକାଳ ଚାଲିବା ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ, କିନ୍ତୁ ଶୀତଦିନେ ସକାଳେ ଚାଲିବା କଷ୍ଟକର ହୋଇଯାଏ | ଆସନ୍ତୁ ଜାଣିବା ଶୀତଦିନରେ ଆମେ କେତେ ସମୟ ଚାଲିବା ଉଚିତ ଏବଂ…

ମହିଳାଙ୍କ ସୁରକ୍ଷା ପାଇଁ ଆଇନ, ନା କି ସ୍ବାମୀଙ୍କ ଶୋଷଣ ପାଇଁ…..

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷା ପାଇଁ ଆଇନକୁ କଠୋର କରାଯାଇଛି । ଏହାର ଫାଇଦା ଉଠାଇ, ସ୍ବାମୀଙ୍କୁ ଧମକାଇବା, ଶୋଷଣ କରିବା କିମ୍ବା ନିର୍ଯାତନା ଦେବା ପାଇଁ ନୁହେଁ । ଆଜି ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମୃତ୍ୟୁ ଘଟଣା ଉପରେ ଆଧାରିତ ଏକ ପ୍ରସଙ୍ଗକୁ ନେଇ କିଛି ଏମିତି କହି ବର୍ଷିଛନ୍ତି…

ଚନ୍ଦ୍ରଚୂଡ଼ଙ୍କୁ ମିଳିପାରେ ବଡ଼ ଦାୟିତ୍ୱ, ବାଧକ ସାଜିଛନ୍ତି ରାହୁଲ ଗାନ୍ଧି !

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଆସିଛି ବଡ଼ ଖବର। ଚର୍ଚ୍ଚା ହେଉଛି ଯେ କୁଆଡ଼େ ଚନ୍ଦ୍ରଚୂଡ଼ଙ୍କୁ ବଡ଼ ଦାୟିତ୍ୱ ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର। ହେଲେ ବାଧକ ସାଜିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ପ୍ରଧନାମନ୍ତ୍ରୀ…

କୁମ୍ଭମେଳାକୁ ଆତଙ୍କୀ ଭୟ, ସ୍ୱତନ୍ତ୍ର ଦଳ ଗଠନ କଲା ଗୃହ ମନ୍ତ୍ରଣାଳୟ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜ। ପୁଣ୍ୟ ଅର୍ଜନର ସ୍ଥାନ। ଏବେ ଚଳଚଞ୍ଚଳ ହୋଇଛି ତ୍ରିବଣୀ ସଙ୍ଗମ ସ୍ଥଳ। କାରଣ ଆଗକୁ ଆସୁଛି କୁମ୍ଭମେଳା। ୨୦୨୫ରେ କୁମ୍ଭମେଳା ପାଇଁ ପ୍ରୟାଗରାଜରେ ଜୋରଦାର ପ୍ରସ୍ତୁତି ଚାଲିଛି । ସେପଟେ କୁମ୍ଭମେଳାରେ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଗୃହ…

ୱାନ୍‌ ନେସନ୍ ୱାନ୍‌ ଇଲେକ୍ସନ୍‌ ବିଲ୍ ଜେପିସିରେ ବୈଜୟନ୍ତ ପଣ୍ଡା ସାମିଲ

ଭୁବନେଶ୍ୱର: ୱାନ୍‌ ନେସନ୍ ୱାନ୍‌ ଇଲେକ୍ସନ୍‌ ବିଲ୍ ଜେପିସିରେ ବୈଜୟନ୍ତ ପଣ୍ଡା ସାମିଲ ଅଛନ୍ତି। ଆଜି ଏହି ତାଲିକା ପ୍ରକାଶ ପାଇଛି। ଜେପିସିରେ ଆଉ ୬ ସାଂସଦଙ୍କ ନାଁ ଯୋଡ଼ିଲେ କେନ୍ଦ୍ର ଆଇନମନ୍ତ୍ରୀ। ଜେପିସିରେ ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର ମଧ୍ୟ ସଦସ୍ୟ ରହିବେ। ଜେପିସିରେ ଲୋକସଭାର…

ଶେଷ ଦିନରେ ବି ସଂସଦ ଆଗରେ ନେତାଙ୍କ ଭିଡ: ମୁହାଁମୁହିଁ ଶାସକ-ବିରୋଧୀ

ନୂଆଦିଲ୍ଲୀ: ସରିଲା ସଂସଦର ଲୋୟର ହାଉସ ଲୋକସଭାର ଶୀତକାଳୀନ ଅଧିବେଶନ । ଶେଷ ଦିନରେ ବି ବିରୋଧୀ ଓ ଶାସକଙ୍କ ନାଟକ ପୂର୍ଣ୍ଣ ବିକ୍ଷୋଭ ଦେଖିବାକୁ ମିଳିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସଂସଦ ଭବନ ବାହାରେ ଏକକାଳୀନ ବିକ୍ଷୋଭ ପ୍ରଦର୍ଶନ…

୧୫୦୦ କ୍ଳବରେ ଏଣ୍ଟ୍ରି କଲା ‘ପୁଷ୍ପା ୨’, ଭାଙ୍ଗି ପାରିବ କି ‘ବାହୁବଳୀ’ ୨ ରେକର୍ଡ

ମୁମ୍ବାଇ; ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା 'ପୁଷ୍ପା; ଦି ରାଇଜ୍' ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା l ଏହାର ୩ ବର୍ଷ ପରେ ନିର୍ଦ୍ଦେଶକ ସୁକୁମାର ସମାନ ଦଳ ସହିତ 'ପୁଷ୍ପା: ଦି ରୁଲ୍' ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ମୁକ୍ତିଲାଭ କରିଥିଲେ l ଏହି ଫିଲ୍ମ ଡିସେମ୍ବର ୫ରେ ମୁକ୍ତିଲାଭ…

କଣ୍ଟେଣ୍ଟ କ୍ରିଏଟର୍ସ୍ ସାବଧାନ! ୟୁଟ୍ୟୁବରେ ଭ୍ରମାତ୍ମକ ଥମ୍ବନେଲ୍, ଟାଇଟଲ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଏଣିକି ଯେଉଁ ୟୁଟୁବରମାନେ ନିଜ ଭିଡିଓରେ ବିଭ୍ରାନ୍ତିକର ଟାଇଟଲ୍ କିମ୍ବା ଥମ୍ୱନେଲ ବ୍ୟବହାର କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଭାରତରୁ ଆରମ୍ଭ ହେବ। ଏଥିପାଇଁ, ବ୍ରେକିଂ ନ୍ୟୁଜ୍ କିମ୍ବା ସାମ୍ପ୍ରତିକ ଘଟଣା ପରି ବିଷୟ ସମ୍ପର୍କିତ ଭିଡିଓଗୁଡିକ…

ବଡ ଖୁଲାସା, ଏହି କାରଣରୁ ହୋଇଥିଲା ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ

ନୂଆଦିଲ୍ଲୀ; ଭାରତର ପ୍ରଥମ ପ୍ରତିରକ୍ଷା ପ୍ରମୁଖ-ସିଡିଏସ(CDS) ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ ପାଇଁ ଗଠିତ ସଂସଦୀୟ କମିଟି ତାଙ୍କ ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି ଯେ, କି ବିପିନ ରାୱତଙ୍କ ହେଲିକପ୍ଟର ମାନବୀୟ ତୃଟି କାରଣରୁ ଦୁର୍ଘଟଣାଗ୍ରସ୍ତର ସମ୍ମୁଖିନ…