ଦିଲ୍ଲୀ-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସିରିଜ୍ ଦୁର୍ଘଟଣା: ପଛକୁ ପଛ ପିଟି ହେଲା ୫ରୁ ଅଧିକ କାର
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସିରିଜି ଦୁର୍ଘଟଣା । ଦିଲ୍ଲୀ-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକା ସାଙ୍ଗରେ ପଛକୁ ପଛ ପିଟି ହେଲା ୫ରୁ ଅଧିକ କାର୍ । ଫଳରେ ଏଥିରେ ଅନେକ ଆହତ ହୋଇଛନ୍ତି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ଗାଡି ଗୁଡିକ ବହୁ ମାତ୍ରାରେ…