ଅର୍ଡର ବାତିଲ କଲେ ଦେବାକୁ ପଡିବ ୨୦ଟଙ୍କା! ଭାଇରାଲ ଦାବିକୁ ନେଇ ଜବାବ ରଖିଲା ଫ୍ଲିପକାର୍ଟ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଦାବି କରାଯାଇଛି ଯେ ଫ୍ଲିପକାର୍ଟରେ ଅର୍ଡର ବାତିଲ କରିବା ପାଇଁ ଏବେ ଆପଣଙ୍କୁ ୨୦ ଟଙ୍କା ଶୁଳ୍କ ଦେବାକୁ ପଡିବ । ଏବେ ଏହି ଇ-କମର୍ସ କମ୍ପାନୀ ଅର୍ଡର ବାତିଲ କରିବା ପାଇଁ ଫି ଆଦାୟ କରୁଛି । ପୋଷ୍ଟଟି ଭାଇରାଲ ହେବା ପରେ କିଛି…