ଅଶ୍ୱୀନଙ୍କ ରେକର୍ଡ ସହ ସମକକ୍ଷ ହେଲେ ବୁମରାହ
ମେଲବୋର୍ଣ୍ଣ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ତାଙ୍କ କ୍ୟାରିୟରର ସର୍ବୋଚ୍ଚ ରେଟିଂ ପଂଏଟ ହାସଲ କରିବା ସହ ଶୀର୍ଷ ସ୍ଥାନରେ ରହିଛନ୍ତି । ବୁମରାହଙ୍କ ରେଟିଂ ପଂଏଟ ୯୦୪ରେ ପଂହଚିଛି । ଏହା ପୂର୍ବରୁ ଭାରତୀୟ…