ପଦ୍ମ ଭୂଷଣ ବିଶିଷ୍ଟ ମାଲାୟାଲମ୍ ଲେଖକ ଏମଟି ବାସୁଦେବନ ନାୟରଙ୍କ ପରଲୋକ
ଥିରୁଅନନ୍ତପୁରମ୍: ବିଶିଷ୍ଟ ମାଲାୟାଲମ୍ ଲେଖକ ତଥା ସ୍କ୍ରିନ୍ ରାଇଟର୍ ଏମଟି ବାସୁଦେବନ ନାୟରଙ୍କର ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ମାଲାୟାଲମର ଭାବପ୍ରବଣ ସଂଗୀତର ବାଦଶାହ ଥିବା ଏମଟି ଭାସୁଦେବନ ନାୟାରଙ୍କ ବୁଧବାର କୋଝିକୋଡରେ ଦେହାନ୍ତ ହୋଇଛି ।
ହୃଦଘାତରେ…