‘ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ରାଜ୍ୟପାଳ ଦାୟିତ୍ବ ନେଇଥିଲି, ଓଡ଼ିଶାବାସୀଙ୍କ ସମ୍ପର୍କ ଅଭୁଲା ସ୍ମୃତି ହୋଇ…
ପୁରୀ: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ କମ୍ଭମପତି ହରିବାବୁ ଦାୟିତ୍ବ ନେବା ପରେ ରଘୁବର ଦାସ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏନେଇ ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର ଦାସ ।
ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର…