Latest Odisha News

BREAKING NEWS

ପୁଣି ରାଜଧାନୀରେ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ସେକ୍ସ କାରବାର ପାଇଁ ଟ୍ୱିନ ସିଟିକୁ କବଜା କଲେଣି ବାଂଲାଦେଶୀ। ଖଣ୍ଡଗିରିରୁ ପୁଣି ଠାବ ହେଲା ରାକେଟ। ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍। ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଛି। ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ଥାନା ପୋଲିସ।…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଖଣି ଅଧିକାରୀ

କେନ୍ଦୁଝର: ଜୁନିଅର୍ ଖଣି ଅଧିକାରୀଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢ଼ାଉ କରିଥିଲା। ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଗତକାଲି ସକାଳୁ ସକାଳୁ ଭିଜିଲାନ୍ସ ରେଡ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚାଲିଥିଲା ରେଡ୍। ଆଜି ତାଙ୍କୁ ଭିଜିଲାନ୍ସ ଗିରଫ…

ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଦ୍ଭ୍ୟୁଦୟ: ଇଏସଆଇରେ ମିଳିବ ଆୟୁଷ୍ମାନ ସୁବିଧା

ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସ୍ବାସ୍ଥ୍ୟ କ୍ଷେତ୍ରରେ କର୍ମଚାରୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ଇଏସଆଇସି) ଏବଂ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଆଇ) ମଧ୍ୟରେ ସମ୍ମିଶ୍ରଣ କରିବାକୁ…

ବିଷାକ୍ତ ଖାଦ୍ୟ ଖାଇ ୧୦ ନର୍ସିଂ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ନର୍ସିଂ କଲେଜର ଦଶ ଜଣ ଛାତ୍ରୀ ଗୁରୁବାର ଦିନ ଅସୁସ୍ଥ ହୋଇପଡିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଖାଦ୍ୟ ବିଷାକ୍ତ ହୋଇଯାଇଥିବା ନେଇ ସନ୍ଦେହ କରାଯାଉଛି। ସୂଚନାନୁସାରେ, ଶିଶୁପାଳଗଡ଼ର ଆର୍ଯ୍ୟ ନର୍ସିଂ କଲେଜର କିଛି ଛାତ୍ରୀ ହଷ୍ଟେଲରେ…

ଐଶ୍ୱର୍ଯ୍ୟାଙ୍କ ନାମରୁ ହଟିଲା ‘ବଚ୍ଚନ’ ସାଙ୍ଗିଆ

ମୁମ୍ବାଇ: ଗତ କିଛି ଦିନ ହେବ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଆୟୋଜିତ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ଐଶ୍ୱର୍ଯ୍ୟା ଏକକ ଅଭିନୟ କରିବା ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ଗୁଜବ ଏବେ ଚର୍ଚ୍ଚାର ଶୀର୍ଷ ବିନ୍ଦୁ ପାଲଟିଛି। ଅଭିନେତ୍ରୀ…

ପାକିସ୍ତାନରେ ହୋଇ ନ ପାରେ ଚାମ୍ପିୟନ୍ସ ଟ୍ରଫି

ଲାହୋର: ପାକିସ୍ତାନ ୨୦୨୫ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଆୟୋଜକ ରହିଛି । ତେବେ ଦିନକୁ ଦିନ ଭିନ୍ନ ଭିନ୍ନ ପରିସ୍ଥିତି ଯୋଗୁ ଏବେ ଏହି ମୁକାବିଲା ପାକିସ୍ତାନ ହେବା ନେଇ ସନ୍ଦେହ ସୃଷ୍ଟି କରିଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୂର୍ବରୁ ପାକିସ୍ତାନ ଯିବନି ବୋଲି ସ୍ପଷ୍ଟ କରିଛି ।…

ଆସିବ କି ପୁଷ୍ପା ୩! ବଡ଼ ଖୁଲାସା କଲେ ଅଭିନେତ୍ରୀ

ମୁମ୍ବାଇ: ୨୦୨୧ରେ ରିଲିଜ୍ ହୋଇଥିବା ଫିଲ୍ମ 'ପୁଷ୍ପା' ବକ୍ସ ଅଫିସରେ ଏବଂ ଲୋକଙ୍କ ହୃଦୟରେ ଅନେକ ଦିନ ପର୍ଯ୍ୟନ୍ତ ରାଜ କରିଥିଲା । ଏହି ଚଳଚ୍ଚିତ୍ର ଏତେ ଲୋକପ୍ରିୟ ହୋଇପାରିଥିଲା ଯେ ଚଳଚ୍ଚିତ୍ରର ଗୀତ ଏବଂ ଡାଇଲଗ୍ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା । ଅଲୁ ଅର୍ଜୁନ ନିଜ…

ନୂଆବର୍ଷ ଭେଟି, ଆକାଶମାର୍ଗରେ ନୂଆ ସ୍ଥାନକୁ ଯୋଡି ହେବ ଭୁବନେଶ୍ବର

ଭୁବନେଶ୍ବର: ନୂଆ ବର୍ଷରୁ ନୂଆ ସ୍ଥାନ ସହ ଯୋଡି ହେବ ଭୁବନେଶ୍ବର । ଭୁବନେଶ୍ବର ବିମାନବନ୍ଦରରୁ ନୂଆ ସ୍ଥାନକୁ ଉଡାଣ ଭରିବାକୁ ଯାଉଛି ବିମାନ । ଏଣିକି ବିଭିନ୍ନ ନୂଆ ସ୍ଥାନକୁ ବିମାନ ଦ୍ବାରା ଯାତ୍ରା କରିବା ସୁବିଧା ହେବ । ନୂଆ ବର୍ଷରୁ ଭୁବନେଶ୍ବର ବିମାନ ବନ୍ଦରରୁ ଉଡାଣ ଭରିବାକୁ ଯାଉଛି ଆଉ…

ଭୀମସାରରେ ନବଜାତକ ଚୋରି ଘଟଣା, ସୂଚନା ଦେଲେ ମିଳିବ ୫ ହଜାର

ବୁର୍ଲା: ବୁର୍ଲା ଭୀମସାରରୁ ଚୋରି ହୋଇଥିବା ଶିଶୁ ବିଷୟରେ ସୂଚନା ପାଇବା ଲାଗି ସମ୍ବଲପୁର ପୋଲିସ ୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି। ମଙ୍ଗଳବାର ଦିନ ଭୀମସାରରେ ଏକ ନବଜାତ ଶିଶୁକୁ ଚୋରି ଘଟଣାରେ ଉକ୍ତ ମହିଳାଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ଚାରୋଟି ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ…

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ

ଭୁବନେଶ୍ୱର: ୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ l ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା l ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ବ ଦିଆଯାଉଛି l ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି l କାଲି ଠାରୁ ମାଲକାନଗିରିରେ ଯାଞ୍ଚ ଆରମ୍ଭ ହେବ l…