Latest Odisha News

BREAKING NEWS

ଆଇପିଏଲ ମେଗା ନିଲାମ ପରେ କେଉଁ ଟିମ ହେଲା ମଜଭୁତ

ଆଇପିଏଲ ୨୦୨୫ ମେଗା ନିଲାମ ପରେ ସମ୍ପୂର୍ଣ୍ଣ ଟିମ ନୂଆ ରୂପରେ ପ୍ରସ୍ତୁତ ଅଛି । ଫ୍ରାଂଚାଇଜରମାନେ ଦଳକୁ ମଜଭୁତ କରିବା ପାଇଁ ସମସ୍ତ କୌଶଳ ଆପଣାଇଛନ୍ତି । ନିଲାମରେ ୫୭୭ ଖେଳାଳି ସାମିଲ ହୋଇଥିଲେ । ୬୨ ବିଦେଶୀ ସହ ଓଭରାଲ ୧୮୨ ଖେଳାଳି ବିକ୍ରି ହୋଇଛନ୍ତି । ଆସନ୍ତୁ ନଜର ପକାଇବା ଏବେ କେଉଁ…

ସମ୍ବିଧାନ ଦିବସ: ହସ୍ପିଟାଲ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶ ପାଳୁଛି 75ତମ ସମ୍ବିଧାନ ଦିବସ । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଏଜି ଛକ ଠାରେ ଆୟୋଜିତ ହୋଇଥିଲା ଏକ କାର୍ଯ୍ୟକ୍ରମ l କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିଭାଗର ପ୍ରମୁଖ ସଚିବ ଶ୍ରୀ ଭାସ୍କର ଜ୍ୟୋତି…

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ

ଚେନ୍ନାଇ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହସ୍ପିଟାଲରେ ଭର୍ତ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଚେନ୍ନାଇର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଅଛି। ତେବେ ଏନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଚିନ୍ତାର କୌଣସି ଆବଶ୍ୟକତା…

ଭୁଶୁଡିଲା ୧୫୦ ବର୍ଷ ପୁରୁଣା ବ୍ରିଟିଶ ଯୁଗର ସେତୁ

କାନପୁର: ଗଙ୍ଗା ନଦୀ ଦେଇ କାନପୁରରୁ ଉନ୍ନାଓ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ବ୍ରିଟିଶ ଯୁଗର ସେତୁ ଭୁଶୁଡି ପଡିଛି । ଯାତାୟାତକୁ ସହଜ କରିବା ପାଇଁ ଏହି ସେତୁ ବ୍ରିଟିଶମାନଙ୍କ ଦ୍ୱାରା ପ୍ରାୟ 150 ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା l ବ୍ରିଟିଶ ଯୁଗରେ ଏହି ସେତୁ ଦୁଇ ଜିଲ୍ଲା ମଧ୍ୟରେ…

ଏକାଥରେ ୩ ପୁରୀ ଖାଇ ୧୧ ବର୍ଷୀୟ ଛାତ୍ର ମୃତ

ହାଇଦ୍ରାବାଦ: ଏକାଥରେ ୩ ପୁରୀ ଖାଇ ୧୧ ବର୍ଷୀୟ ଛାତ୍ର ମୃତ।ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି। ହାଇଦ୍ରାବାଦର ଏକ ବିଦ୍ୟାଳୟରେ ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଏହି ଅଘଟଣ ଘଟିଛି। ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ୧୧ ବର୍ଷର ଛାତ୍ର ଏକାଥରେ…

ବିଧାୟକ ଆକ୍ରମଣ ଘଟଣା: ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍

ଯାଜପୁର: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ତନାଘନା l ହାଟ ପାଇଁ ରାସ୍ତାରୋକ ହୋଇଥିବା ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ବିରଜା ମନ୍ଦିର ନିକଟ ରାସ୍ତାରେ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରୁଛି l ଏଥିସହ ରାସ୍ତାରୋକ ସମ୍ପର୍କରେ…

ଅଁଳା ଆଚାର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ?

ଶୀତଋତୁ ଆରମ୍ଭ ହୋଇଯାଇଛି ଏବଂ ତାଜା ଅଁଳାର ବିକ୍ରି ମଧ୍ୟ ବଜାରରେ ଦେଖିବାକୁ ମିଳୁଛି । ଯଦିଓ ଅଁଳାକୁ ଶୀତଋତୁର ଫଳ କୁହାଯାଏ, କିନ୍ତୁ ଏହା ବଜାରରେ ଶୁଖିଲା, ପ୍ରକ୍ରିୟାକୃତ, ପାଉଡର କିମ୍ବା ଜୁସ୍ ଆକାରରେ ମିଳିଥାଏ । କିନ୍ତୁ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ସମସ୍ତ ବିକଳ୍ପ ଅପେକ୍ଷା…

ଇମ୍ରାନ ସମର୍ଥକ ରାଲିରେ ହିଂସା: ୫ ମୃତ, ସୁଟ୍‌ ଆଟ୍‌ ସାଇଟ୍ ଅର୍ଡର ଜାରି

ଇସଲାମାବାଦ: ପାକିସ୍ତାନରେ ବଢିଚାଲିଛି ହିଂସା। ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ନଭେମ୍ବର ୧୩ ରେ ଏକ ବାର୍ତ୍ତାରେ ଇମ୍ରାନ୍ ଖାଁ ତାଙ୍କ ସମର୍ଥକମାନଙ୍କୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ କହିଥିଲେ।…

ବିସ୍ଫୋରଣରେ ଦୋହଲିଲା ରାପର୍‌ ବାଦଶାହଙ୍କ ନାଇଟ୍‌ କ୍ଲବ୍‌!

ମୁମ୍ବାଇ: ବିସ୍ଫୋରଣରେ ଦୋହଲିଲା ନାଇଟ୍‌ କ୍ଲବ୍‌। ସକାଳୁ ସକାଳୁ ଚଣ୍ଡିଗଡର ଦୁଇଟି ନାଇଟ୍‌ କ୍ଲବ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ନାଇଟ୍‌ କ୍ଲବ ଗୁଡିକ ବଲିଉଡ ସିଙ୍ଗର ତଥା ରାପର୍‌ ବାଦଶାହଙ୍କର ବୋଲି ଜଣାପଡିଛି। ସକାଳ ୨:୩୦ରୁ ୨:୪୫ ମଧ୍ୟରେ ଏହି ବିସ୍ଫୋରଣ ଘଟିଛି। ଚଣ୍ଡିଗଡର…

୨୬/୧୧: ମନେପଡେ ସେଦିନର ଲୋମହର୍ଷଣକାରି ଘଟଣା

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣ l ସମୟ ବିତିଥିଲେ ବି କ୍ଷତ ଶୁଖିନି। ବରଂ କ୍ଷତ ଆଉ କ୍ଷତି ଦୁଇଗୁଣା ବଢିଛି। ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ଜଣଙ୍କ ହତ୍ୟା କରାଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ପାକିସ୍ତାନ ପ୍ରାୟୋଜିତ ଲସ୍କର-ଇ-ତୋଇବାର ୧୦ ଜଣ ଆତଙ୍କବାଦୀ ସେଦିନ…