Latest Odisha News

BREAKING NEWS

ସୁଇମିଂ ପୁଲ୍‌ରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ ମାମଲା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ପୁରୀ: ସମୁଦ୍ରକୂଳ ଥାନା ଅଧୀନ ହୋଟେଲ ନରେନ ପ୍ୟାଲେସର ସୁଇମିଂ ପୁଲ୍‌ରେ ବୁଡି ସୁମିତ୍ରା ମହାପାତ୍ର ଓରଫ ମାମା(୩୦)ଙ୍କ ମୃତ୍ୟୁ ହୋଇଥିଲା। ମାମାଙ୍କ ସହିତ ଥିବା ପୁରୁଷ ଓ ମହିଳା ବନ୍ଧୁ ନିଶା ଦେଇ ହତ୍ୟା କରିଥିବା ନେଇ ସମୁଦ୍ରକୂଳ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ତେବେ ଏହି…

‘ନିଶାମୁକ୍ତ ଓଡ଼ିଶା’ ପାଇଁ ଖୋଲିବ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ, ସାବାଡ ହେବେ ମାଫିଆ

ଭୁବନେଶ୍ୱର: ଏଣିକି ନିଶା ମାଫିଆଙ୍କୁ ସାବାଡ କରିବେ ଏଏନ୍‌ଟି ଫୋର୍ସ। ଖୋଲିବ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଓଡ଼ିଶା ପୁଲିସ୍ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି । ଏଥିପାଇଁ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ(ଏଏନ୍‌ଟିଏଫ୍) ଗଠନ କରାଯିବାକୁ…

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

କନ୍ଧମାଳ: ସମଗ୍ର ରାଜ୍ୟରେ ଲାଗି ରହିଛି ବର୍ଷାର ପ୍ରକୋପ । ସହରାଞ୍ଚଳରେ ଜଳବନ୍ଦୀ ଓ ଜଳ ଜମିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)କୁ ହାଇଆଲର୍ଟରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଲଗାଣ ବର୍ଷାକୁ ଦୃଷ୍ଟିରେ…

Myanmar Cyber Trap: ୧୮ ଘଣ୍ଟା କାମ, ଇଲେକ୍ଟ୍ରିକ୍ ସକ୍… କାଳ ପାଲଟୁଛି ବିଦେଶ ଚାକିରୀ ସ୍ବପ୍ନ!

ମୁମ୍ବାଇ: ବିଦେଶରେ ମୋଟା ଦରମାର ଚାକିରି...ଆଉ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ । ହେଲେ ପଛରେ ଲୁଚିଛି ନର୍କ ଯନ୍ତ୍ରଣାର ଅକୁହା କଥା । ଏହି ସ୍ୱପ୍ନ ଏବେ ଅନେକ ଭାରତୀୟ ଯୁବକଙ୍କ ପାଇଁ ପାଲଟିଯାଇଛି ଦୁଃସ୍ୱପ୍ନ। ଥାଇଲ୍ୟାଣ୍ଡରେ ଚାକିରିର ପ୍ରଲୋଭନ ଦେଖାଇ ମିଆଁମାରର ସାଇବର ଠକ ଗ୍ୟାଙ୍ଗର ଏକ…

Maa Inti Bangaaram: ଇତିହାସ ରଚିଲା ସାମନ୍ଥା ରୁଥଙ୍କ ‘ମା ଇଣ୍ଟି ବଙ୍ଗାରମ’, ପାଲଟିଲା ସର୍ବାଧିକ ଆୟ…

ମୁ୍ମ୍ବାଇ: ନନ୍ଦିନୀ ରେଡ୍ଡିଙ୍କ ଚଳଚ୍ଚିତ୍ର 'ମା ଇଣ୍ଟି ବଙ୍ଗାରମ' ମୁକ୍ତିଲାଭ କରିବା ପରଠାରୁ ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। ସାମନ୍ଥା ରୁଥ ପ୍ରଭୁଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଛି। ପୂର୍ବରୁ, ଅନୁଷ୍କା ଶେଟ୍ଟୀଙ୍କ ୨୦୦୯ ମସିହାରେ ନିର୍ମିତ ମହିଳା-ପ୍ରଧାନ ଚଳଚ୍ଚିତ୍ର "ଅରୁନ୍ଧତୀ"…

India supplied petrol to Russia: ରୁଷିଆକୁ ବଞ୍ଚେଇଲା ଭାରତ! ଦୁନିଆକୁ ତେଲ ବିକୁ ଥିବା ଦେଶ ଏବେ ଭାରତ…

ନୂଆଦିଲ୍ଲୀ: ଦୁନିଆକୁ ତେଲ ବାଣ୍ଟୁଥିବା ଦେଶରେ ସଙ୍କଟ! ସଙ୍ଗେ ସଙ୍ଗେ ସାହାଯ୍ୟ ପଠାଇଲା ବନ୍ଧୁ ଭାରତ ଦୁନିଆର ବଡ଼ ବଡ଼ ଦେଶକୁ ତୈଳ ରପ୍ତାନି କରୁଥିବା ରୁଷ ଆଜି ନିଜ ଦେଶରେ ପେଟ୍ରୋଲ ସଙ୍କଟର ସାମ୍ନା କରୁଛି। ୟୁକ୍ରେନର ଲଗାତାର ଆକ୍ରମଣରେ ରୁଷରେ ଇନ୍ଧନ ଅଭାବ ଦେଖାଦେଇଛି। ଏଭଳି…

ଝାରପଡ଼ା ଜେଲରେ ୮ କଏଦୀ HIV ପଜିଟିଭ

ଭୁବନେଶ୍ୱର: ଜେଲ ଭିତରେ ଟେନସନ ବଢ଼ାଇଛନ୍ତି HIV ସଂକ୍ରମିତ। ଭୁବନେଶ୍ବର ଝାରପଡ଼ା ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା। କିଛିଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ HIV ଆକ୍ରାନ୍ତ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ନିକଟରେ ଏକ ପୋକ୍ସୋ…

ହ୍ବାଟ୍ସଆପ୍‌ ‘ୟୁଜରନେମ’ ବିବାଦକୁ ନେଇ ମେଟାର ସ୍ପଷ୍ଟୀକରଣ: ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ବିକଳ୍ପ ଅଣାଯାଇଛି

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ‘ୟୁଜରନେମ’ ବିବାଦକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିବ ନା ନାହିଁ ସେ ନେଇ ମଧ୍ୟ ଅନେକ ବିବାଦୀୟ ପ୍ରଶ୍ନ ଉଠୁଛି। ତେବେ ଏହାକୁ ନେଇ ମେଟା ସ୍ପଷ୍ଟୀକରଣ ରଖିଛି। ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ବିକଳ୍ପ ଅଣାଯାଇଛି ବୋଲି…

Amarnath Yatra-2026: ଆରମ୍ଭ ହେଲା ଅମରନାଥ ଯାତ୍ରା, ପ୍ରଥମ ଦିନରେ ହିମଲିଙ୍ଗଙ୍କ ଦର୍ଶନ କରି ଧନ୍ୟ ହେଲେ…

ଶ୍ରୀନଗର: ଆରମ୍ଭ ହେଲା ଅମରନାଥ ଯାତ୍ରା । ଅମରନାଥ ଯାତ୍ରା ସବୁଠାରୁ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ। ଆଜି, ୨ ଜୁଲାଇରେ, ପ୍ରଥମ ବ୍ୟାଚ୍ ଶ୍ରଦ୍ଧାଳୁ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଭଗବତୀ ନଗର ଯାତ୍ରୀ ନିବାସରୁ ବାହାରିଥିଲା। ଉପରାଜ୍ୟପାଳ ମନୋଜ ସିହ୍ନା…

‘Aafaa’ Tax-Free:ଓଡିଆ ଚଳଚ୍ଚିତ୍ର ‘ଆଫା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ଆଫା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଙ୍ଗଦାନ ଭଳି ଏକ ମହତ୍ ବିଷୟବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଯୁବସମାଜକୁ ମାନବିକତାର ଶିକ୍ଷା ଦେବା ସହ ସଚେତନତା ସୃଷ୍ଟି କରିବ। ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରୀତିରାଜ ଶତପଥୀଙ୍କ ଦ୍ୱାରା…