Latest Odisha News

BREAKING NEWS

‘ଯେମିତି କଂଗ୍ରେସ ରାଜକୁମାର ଆମେଠୀ ଛାଡିଛନ୍ତି, ସେମିତି ଓ୍ବାୟାନାଡ ଛାଡି ପଳାଇବେ’

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସଭା ରାଲିକୁ ସମ୍ବୋଧିତ କରିବାବେଳେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଯେ, କଂଗ୍ରେସର ରାଜକୁମାର ଯେପରି ଆମେଠୀରୁ ପଳାୟନ କରିଛନ୍ତ ସେହିପରି ବର୍ତ୍ତମାନ ସେ ୱାୟାନାଡ ଛାଡି ପଳାୟନ କରିବେ । ତେବେ…

ଏଣିକି ଖରାରୁ ମିଳିବ ତ୍ରାହି, ଏସି କୁଲିଂ ହେଲମେଟ ପିନ୍ଧିବେ ଟ୍ରାଫିକ୍ କର୍ମଚାରୀ

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ପୁରା ଓଡିଶା । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଆଉ ଏହି ମୁଣ୍ଡ ଫଟା ଖରାରେ ଡ୍ୟୁଟି କରୁଛନ୍ତି ଟ୍ରାଫିକ୍ ପୋଲିସ । ଆଉ ଏହି ମୁଣ୍ଡଫଟା ଖରାରୁ ସାମାନ୍ୟ ଆଶ୍ଵସ୍ତି ପାଇଁ ଏବେ ଏସି କୁଲିଂ ହେଲମେଟ…

ଧର୍ମେନ୍ଦ୍ର ପ୍ରଧାନଙ୍କ ନିଆରା ପ୍ରଚାର, ଲୋକଙ୍କ ସହ ଚା’ ପିଇ ବୁଝିଲେ ସମସ୍ୟା

ସମ୍ବଲପୁର:ସମ୍ବଲପୁରରେ ତେଜିଲାଣି ପ୍ରଚାର ରାଜନୀତି । ଲୋକସଭା ଲଢେଇ ପାଇଁ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳୁ ଭି .ଏସ .ଏସ ଡିଫେନ୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଯୁବ ବର୍ଗଙ୍କୁ ଭେଟିଛନ୍ତି ଧର୍ମେନ୍ଦ୍ର । ସମ୍ବଲପୁର ବୀର ମାଟି…

ସଲମାନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର, ଖୁବଶିଘ୍ର ଆସିବ ‘ବଜରଙ୍ଗୀ ଭାଇଜାନ ୨’

ମୁମ୍ବାଇ: ସଲମାନ ଖାନଙ୍କ କ୍ୟାରିୟରର ସବୁଠାରୁ ସଫଳ ଚଳଚ୍ଚିତ୍ର ମଧ୍ୟରୁ ୨୦୧୫ର ‘ବଜରଙ୍ଗୀ ଭାଇଜାନ’ ହେଉଛି ଅନ୍ୟତମ । ଏହି ଚଳଚ୍ଚିତ୍ରଟିର କାହାଣୀ ସଲମାନ ଖାନଙ୍କ ପ୍ରଶଂସକଙ୍କ ଆଖିରେ ଲୁହ ଆଣିଦେଇଥିବା ସହ ବକ୍ସ ଅଫିସରେ ମଧ୍ୟ ଭଲ ଆୟ କରିଥିଲା । ସାରା ବିଶ୍ଵରେ ଏହି ଚଳଚ୍ଚିତ୍ରଟି ରେକର୍ଡ…

କଂଗ୍ରେସକୁ ବଡ ଝଟକା, ବିଜେପିରେ ମିଶିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ତାଜିନ୍ଦର ସିଂ ବିଟ୍ଟୁ

ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଝଟକା । କଂଗ୍ରେସରୁ ଇସ୍ତଫା ଦେଲେ ହିମାଚଳ ପ୍ରଦେଶ କଂଗ୍ରେସ ପ୍ରଭାରୀ ତାଜିନ୍ଦର ସିଂହ ବିଟ୍ଟୁ । ତାଜିନ୍ଦର ସିଂ ପ୍ରିୟଙ୍କା ଗାନ୍ଧୀଙ୍କ ଅତି ଘନିଷ୍ଠ ଅଟନ୍ତି । ବିଟ୍ଟୁ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାର କିଛି ଘଣ୍ଟା ପରେ…

ମାଓ କ୍ୟାମ୍ପ ଧ୍ଵଂସ କଲା ସୁରକ୍ଷାବାହିନୀ, ମାଓବାଦୀଙ୍କ ଛତ୍ରଭଙ୍ଗ

ରାଉରକେଲା: କମ୍ବିଂ ଅପରେଶନ ବେଳେ ମାଓ କ୍ୟାମ୍ପ ଧ୍ବଂସ କଲା ସୁରକ୍ଷାବାହିନୀ । ଛତ୍ରଭଙ୍ଗ ଦେଲେ ମାଓବାଦୀ । ଝାଡ଼ଖଣ୍ଡ ସୋନୁଆ ଥାନା କେରାବୀର ଜଙ୍ଗଲରେ ମାଓକ୍ୟାମ୍ପ ଧ୍ବଂସ କରିଛି ସୁରକ୍ଷାବାହିନୀ । ଏଥିସହ ଘଟଣାସ୍ଥଳରୁ ଟିଫିନ ବୋମା, ବନ୍ଧୁକ, ମାଓ ପୁସ୍ତିକା ସହ ୨୭ ହଜାର ଟଙ୍କା ଜବତ…

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍, ୨୧ ସୁରକ୍ଷାକର୍ମୀ ଆହତ

ଭୋପାଳ: ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଓଲଟିଲା ବସ୍ । ଏଥିରେ ୨୧ ପୋଲିସ କର୍ମୀଙ୍କ ସମେତ ହୋମ ଗାର୍ଡ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ଏସଡିଓପି ଶାଲିନୀ ପରସ୍ତେ ଏହି ସୂଚନା ଦେଇଛନ୍ତି । ସୂଚନା ମୁତାବକ,…

ଡୋଲ୍ସ ହନୋଇ ଗୋଲ୍ଡେନ ଲେକ ହୋଟେଲରେ ସବୁ କିଛି ସୁନାରେ ତିଆରି

ହନୋଇ: ବିଶ୍ୱରେ ଅନେକ ନାମୀ ଓ ଦାମୀ ହୋଟେଲ ରହିଛି । ତେବେ ଭିଏତନାମରେ ଏ ଭଳି ଏକ ହୋଟେଲ ରହିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହି ହୋଟେଲର ନାମ ଡୋଲ୍ସ ହନୋଇ ଗୋଲ୍ଡେନ ଲେକ । ହୋଟେଲର ବାହାର ଓ ଭିତରେ ସବୁ କିଛି ସୁନାରେ ନିର୍ମିତ । ବିଶ୍ୱାସ ନ ହେଲେ ବି ସତ । ବାଥଟବ,…

ଡିଡି ନ୍ୟୁଜର ନୂଆ ଲୋଗୋ ଗେରୁଆ ରଙ୍ଗକୁ ନେଇ ଉଠିଲା ଆପତ୍ତି

ନୂଆଦିଲ୍ଲୀ: ବଦଳିଛି ସରକାରୀ ନ୍ୟୁଜ ଚ୍ୟାନେଲ ‘ଡିଡି ନ୍ୟୁଜ’ର ଲୋଗୋ । ପୂର୍ବରୁ ଥିବା ନାଲି ରଙ୍ଗର ଲୋଗୋକୁ ବଦଳାଇ ଗେରୁଆ ରଙ୍ଗର ନୂଆ ଲୋଗୋ ଲଞ୍ଚ କରିଛି ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ । ପ୍ରସାର ଭାରତୀ ଅଧୀନରେ ଥିବା ଡିଡି ନ୍ୟୁଜ୍‌ ଚ୍ୟାନେଲ୍‌ ଗେରୁଆ ରଙ୍ଗ ହୋଇଛି । ଯାହାକୁ…

ଆଇପିଏଲ: ଏହି ଖବର ନେଇ ରାଗି କି ନିଆଁ ବାଣ ପଞ୍ଜାବ ମାଲିକାଣୀ ପ୍ରୀତି

ଚଣ୍ଡୀଗଡ: ଚଳିତ ଆଇପିଏଲରେ କିଙ୍ଗସ ଏକାଦଶ ପଞ୍ଜାବ ପ୍ଲେ ଅଫ ପ୍ରବେଶ ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ଏହାର ମାଲିକାଣୀ ପ୍ରୀତି ଜିଂଟା ରୋହିତ ଶର୍ମା ସମ୍ପର୍କୀତ ଏକ ଖବର ପ୍ରସାରଣ ନେଇ ରାଗି କି ନିଆଁବାଣ ହୋଇଛନ୍ତି । ଏହି ଖବରରେ ରୋହିତଙ୍କୁ ନିଜ ଟିମରେ ନେବା ପାଇଁ ପ୍ରୀତି ସବୁ କିଛି…