Latest Odisha News

BREAKING NEWS

ଆଉ ମାଗଣା ଚଲାଇପାରିବେ ନାହିଁ ଏକ୍ସ, ଏଲୋନ୍ ମସ୍କ କଲେ ବଡ ଘୋଷଣା

ନୂଆଦିଲ୍ଲୀ: ମାଗଣାରେ ଏକ୍ସ ଆକାଉଣ୍ଟ ଚଲାଉଥିବା ବ୍ୟବହାରକାରୀଙ୍କ ପାଇଁ ମସ୍କ କଲେ ବଡ ଘୋଷଣା । ଆଉ ମାଗଣା ଚଲାଇପାରିବେ ନାହିଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ । ଏଣିକି ଆକାଉଣ୍ଟ ଖୋଲିବାକୁ ଦେବାକୁ ପଡିବ ଟଙ୍କା ।ଶୀଘ୍ର ନୂତନ ବ୍ୟବହାରକାରୀଙ୍କଠାରୁ ଟଙ୍କା ଚାର୍ଜ କରିବା ଆରମ୍ଭ କରିବ…

ଝେଲମ୍ ନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା, ୪ ମୃତ୍ୟୁ

ଶ୍ରୀନଗର: ଝେଲମ୍ ନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା । ଦୁର୍ଘଟଣାରେ ଅନକେ ଲୋକ ନିଖୋଜ ଥିବା ବେଳେ ୪ଜଣଙ୍କ ଜୀବନ ଚାଲିଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ ଓ ଉଦ୍ଧାରକାରି ଦଳ । ସୂଚନା ଅନୁସାରେ, ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେବା ଫଳରେ ଝେଲମ ସମେତ ଅନେକ ଜଳପ୍ରପାତରେ…

କଲବଲ କରୁଛି ତାତି, ସକାଳ ସାଢେ ୮ଟା ସୁଦ୍ଧା ୩୪ ଡିଗ୍ରୀ ପାର୍

ଭୁବନେଶ୍ଵର: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ସାରା ରାଜ୍ୟରେ ପ୍ରବଳ ଖରା । ଜଳୁଛି ରାଜଧାନୀ । ଆଜି ସକାଳୁ ସକାଳୁ ବାଲେଶ୍ଵର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ସକାଳ ସାଢେ ୮ଟା ସୁଦ୍ଧା ସେଠାରେ ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ଵରରେ ସକାଳ ସାଢେ ୮ଟା…

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ବାଚନରୁ ଓହରିଲେ କିରଣ

ମୁମ୍ବାଇ: ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା କିରଣ ଖେର ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି। ସେ ପଞ୍ଜାବର ଶାସକ ବିଜେପିର ଅନ୍ୟତମ ଶକ୍ତିଶାଳୀ ତଥା ପ୍ରିୟ ନେତା ଅଟନ୍ତି ଏବଂ ଚଣ୍ଡିଗଡ଼ ନିର୍ବାଚନମଣ୍ଡଳୀରୁ ଗତ ଦୁଇଟି ଲୋକସଭା ନିର୍ବାଚନରେ ବହୁ…

ହାଇୱାକୁ ଧକ୍କା ଦେଲା ଡଲଫିନ୍ ବସ୍; ଡ୍ରାଇଭର ମୃତ,୨୦ ଆହତ

ଅନୁଗୁଳ: ଦୁର୍ଘଟଣାଗ୍ରସ୍ତ ବାଲି ବୋଝେଇ ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, ଡଲଫିନ ନାମକ ଏକ…

ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ ଘଟଣା, ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ମିଳିଛି ବଡ ସଫଳତା । ଏହି ଘଟଣାର ୨ ଅଭିଯୁକ୍ତକୁ ଗୁଜୁରାଟରରୁ ଗିରଫ କରିଛି ମୁମ୍ବାଇର କ୍ରାଇମବ୍ରାଞ୍ଚ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାର…

ଯାଜପୁର ଦୁର୍ଘଟଣା, ଆଇସିୟୁରେ ଅଛନ୍ତି ୫ଜଣ

ଯାଜପୁର: ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳରେ ଏକ ଯାତ୍ରୀ ବାହୀ ବସ ଓଲଟିବା ଘଟଣାରେ ଏଯାବତ୍ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଇସିୟୁରେ ୫ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ଏସ୍‌ସିବି କୁଳସଚିବ ଡ.ଅବିନାଶ ରାଉତ । ଡ.ଅବିନାଶଙ୍କ କହିବା ଅନୁସାରେ, ଗତକାଲି ଯେଉଁ ୪୬…

ଜାଣନ୍ତୁ ବାସଙ୍ଗ ପତ୍ରର ଚମତ୍କାରିତା

ଭୁବନେଶ୍ବର: ଅନେକ ଔଷଧିୟ ଗଛ ଅଛି  ଯାହାକୁ ଆମେ ନିତିଦିନ ବ୍ୟବହାର କରୁ କିନ୍ତୁ ଆମେ ଆପଣଙ୍କୁ ଆଜି ଏଭଳି ଏକ ଔଷଧିୟ ଗଛ ବିଷୟରେ କହିବୁ ଯାହାର ଫୁଲ ,ପତ୍ର,ଛାଲ ଆଦି ଏଜ ରାମବାଣ ପରି କାମ କରେ । ତେବେ ଆସନ୍ତୁ ଜାଣିବା ସେହି ଗଛ ବିଷୟରେ । ବାସଙ୍ଗ ଗଛ ଯାହା ଆମ ଶରୀର ପାଇଁ ଖୁବ ଲାଭଦାୟକ ।…

ଆଜି ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ଵର: ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଭଉଣୀ ରୁକ୍ମିଣୀଙ୍କୁ ରଥରେ ନେଇ ରାମନବମୀ ଯାତ୍ରା ବୁଲିବାକୁ ଯିବେ । ଅଣଲେଉଟା ରୁକୁଣା ରଥରେ ନିଜେ ସୃଷ୍ଟିକର୍ତ୍ତା ବ୍ରହ୍ମା ସାରଥୀ । ନୀତି ଅନୁସାରେ ଦିନ…

ଦଳ ବହିଷ୍କାର କଲେ ବି ମଲା ଯାଏ କଂଗ୍ରେସରେ ରହିଛି, ରହିବି: ସୁର ରାଉତରାୟ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭାର ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରି ଦଳୀୟ ଅନୁଶାସନକୁ ଭଙ୍ଗ କରିଥିବା ଅଭିଯୋଗରେ କଂଗ୍ରେସର ଶୀର୍ଷ ନେତୃତ୍ବ ଜଟଣୀ ବିଧାୟକ ତଥା ବିଜେଡି ପ୍ରାର୍ଥୀଙ୍କ ବାପା ସୁରେଶ ଚନ୍ଦ୍ର ରାଉତରାୟଙ୍କୁ ଛଅ ବର୍ଷ ପାଇଁ ବହିଷ୍କାର କରିଛନ୍ତି।…