ସଲମାନ ତାଙ୍କୁ ମାରିବା ପାଇଁ ଦେଇଛନ୍ତି ସୁପାରୀ: କମାଲ ରଶିଦ ଖାଁ
ମୁମ୍ବାଇ: ଫିଲ୍ମମେକର ଓ ସ୍ୱୟଂଘୋଷିତ କ୍ରିଟିକ୍ସ କମାଲ ରଶିଦ ଖାଁ (କେଆରକେ)ଙ୍କ ଏକ ପୋଷ୍ଟ ଏବେ ବଲିଉଡରେ ହଇଚଇ ସୃଷ୍ଟି କରିଛି । ସୁପରଷ୍ଟାର ସଲମାନ ଖାଁ ତାଙ୍କୁ ମାରିବା ପାଇଁ ସୂୁପାରୀ ଦେଇଥିବା ସେ କହିଛନ୍ତି । କଂଗ୍ରେସର ପୂର୍ବତନ ନେତା ସଞ୍ଜୟ ନିରୂପମା ତାଙ୍କୁ ଏହି କଥା କହିଥିବା…