Latest Odisha News

BREAKING NEWS

ଚାଷୀଙ୍କୁ ଆଶ୍ୱସ୍ତୀ, ବଢିଲା ରବି ଧାନ ସଂଗ୍ରହ ଅବଧି

ଭୁବନେଶ୍ୱର: ରବି ଧାନ ସଂଗ୍ରହ ଅବଧି ଜୁଲାଇ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି ସରକାର। ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ୨୦ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସରକାର। ଏଯାଏ ୧୮.୭୯ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ…

ନାବାଳିକାକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ, ଯୁବକ ଅଟକ

ଭଦ୍ରକ: ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତରେ ଅଭାବନୀୟ ଘଟଣା। ବିବାହିତ ପୁରୁଷର ଏକତରଫା ପ୍ରେମରୁ ଉନ୍ମତ୍ତ କାଣ୍ଡ। ନାବାଳିକାକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ। ଉକ୍ତ ଯୁବକକୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ। ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର ଜଣେ ୧୫ ବର୍ଷୀୟା…

ଆଶାରାମଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା; ଜାମିନ ନାମଞ୍ଜୁର ସହ ରାଜସ୍ଥାନ ସରକାରଙ୍କୁ ଜାରି ହେଲା ନୋଟିସ

ଜୟପୁର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୋଧପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ପୁଣି ଥରେ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ସ୍ୱାସ୍ଥ୍ୟବସ୍ଥା ଏବଂ ଚିକିତ୍ସାକୁ କାରଣ ଦର୍ଶାଇ ଜେଲରୁ ମୁକ୍ତ ହେବାକୁ ଆଶାରାମଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ…

India-Pak Talk: ପରଦା ପଛରେ ଭାରତ-ପାକିସ୍ତାନ ଗୁପ୍ତ ବୈଠକ? ସ୍ପଷ୍ଟୀକରଣ ରଖିଲେ ବିଦେଶ ସଚିବ…

ନୂଆଦିଲ୍ଲୀ: ଶତ୍ରୁ ଦେଶ ପାକିସ୍ତାନ ସହିତ ସିକ୍ରେଟ୍ ଆଲୋଚନା କରିଛି କି ଭାରତ? ରିପୋର୍ଟ ପରେ ବଢ଼ିଲା ଚର୍ଚ୍ଚା… ପହେଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କ ତୀବ୍ର ଉତ୍ତେଜନା ମଧ୍ୟରେ ଥିବାବେଳେ ହଠାତ୍ ଏକ ଖବର ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଦାବି ହେଉଥିଲା…

ଗ୍ରାହକଙ୍କ ପାଇଁ ଖୁସି ଖବର! କମିଲା ସୁନା ଓ ରୁପା ଦର

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଗତ କିଛି ମାସ ଧରି ଲଗାତାର ସୁନା ଓ ରୁପାର ମୂଲ୍ୟ ବଢିଚାଲିଥିଲା। ଗ୍ରାହକଙ୍କ ଚିନ୍ତାର ବିଷୟ ପାଲଟିଥିଲା ସୁନା ଦର। ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। କିଛିଦିନ ପୂର୍ବରୁ ରେକର୍ଡ ସ୍ତରରେ ପହଞ୍ଚିଥିବା ସୁନା ଓ ରୁପାର…

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଉନ୍ନତ ସୁରକ୍ଷା ମଡ୍ୟୁଲର ଶୁଭାରମ୍ଭ; ନାଗରିକଙ୍କୁ ମିଳିବ ଏହି ସବୁ ସୁବିଧା

ଭୁବନେଶ୍ବର: ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଉନ୍ନତ ସୁରକ୍ଷା ମଡ୍ୟୁଲର ଶୁଭାରମ୍ଭ କଲେ ରାଜ୍ୟ ସରକାର । ଏହି ମଡ୍ୟୁଲ୍ ସାମିଲ କରିବା ପରେ ଏହାକୁ ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ କରାଯାଇଛି । ନୂଆ କରି ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲକୁ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଗଜପତି ଦିବସ’ ପାଳିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଗଜପତି ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ "କେବଳ ଓଡ଼ିଆ ବୋଲି ଗର୍ବ କରିବା ଯଥେଷ୍ଟ ନୁହେଁ, ବରଂ ଏହି ଗୌରବଶାଳୀ ଜାତିକୁ ନିଜ ଭିତରକୁ…

ସୁଇମିଂ ପୁଲ୍‌ରେ ବୁଡ଼ି ଗଲେ ଯୁବତୀ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

ପୁରୀ: ସୋମବାର ରାତିରେ ପୁରୀର ଏକ ହୋଟେଲରେ ଥିବା ସୁଇମିଂ ପୁଲରେ ଗାଧୋଇବା ବେଳେ ବୁଡ଼ି ଗଲେ ଜଣେ ୨୫ ବର୍ଷୀୟା ଯୁବତୀ। ମୃତକ ହେଲେ ସୁମିତ୍ରା ମହାପାତ୍ର ଓରଫ ମାମା। ସେ ଗୌଡାବାଡା ସାହିର ବାସିନ୍ଦା। ପୁଲିସ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ସଂରକ୍ଷଣ ଗୃହରେ…

Villagers Attack Forest Officials:ବନ କର୍ମଚାରୀଙ୍କୁ ଗାଁ ଲୋକଙ୍କ ସଂଘବଦ୍ଧ ଆକ୍ରମଣ;ବୃକ୍ଷରୋପଣ ବେଳେ ଆକ୍ରମଣ…

ବଲାଙ୍ଗୀର:ମାଡ଼ ଖାଇଲେ ବନ କର୍ମଚାରୀ । ବନ କର୍ମଚାରୀମାନେ ବୃକ୍ଷରୋପଣ ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଯୁବାମାଲ ଗାଁରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ସୂଚନାମୁତାବକ, ଯୁବାମାଲ ଗାଁର ମୁଣ୍ଡାପଡାରେ ଲୋକେ ଜଙ୍ଗଲ ଜମିକୁ ଦଖଲ କରିଥିବା…

ନୂଆ ସ୍ଥଳସେନା ମୁଖ୍ୟ ଭୂମିକା ଗ୍ରହଣ କରିବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ

ନୂଆଦିଲ୍ଲୀ: ଜେନେରାଲ ଧୀରଜ ସେଠ ଭାରତୀୟ ସେନାର ନୂଆ ସେନା ମୁଖ୍ୟ ହୋଇଛନ୍ତି। ସେ ପୂର୍ବରୁ ଉପସେନା ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ସେ ଜୁନ୍ ୩୦, ୨୦୨୬ରେ ଏହି ପଦବୀ ଗ୍ରହଣ କରିଥିଲେ। ସେ ମରୁଭୂମି ଅଞ୍ଚଳରୁ ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ପର୍ଯ୍ୟନ୍ତ ସେନାର…