Latest Odisha News

BREAKING NEWS

ପ୍ରବଳ ଖରା: ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା

ଭୂବନେଶ୍ୱର: ଓଡ଼ିଶାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଶନିବାର ୪ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ଭୁବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆଞ୍ଚଳିକ କେନ୍ଦ୍ରର ସୂଚନା ଅନୁଯାୟୀ ଅନୁଗୁଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ…

ଆଇପିଏଲ: କୋହଲିଙ୍କ ୮ମ ଶତକ, ଚଳିତ ସିଜନରେ ପ୍ରଥମ

ଜୟପୁର: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୧୮୪ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରଖିଛି । ବିରାଟ କୋହଲି ଚଳିତ ସିଜନର ପ୍ରଥମ ଏବଂ ଓଭରାଲ ୮ମ ଶତକ ମାରି ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଟସ ଜିତି ରାଜସ୍ଥାନ…

ନିର୍ବାଚନ ଲଢ଼ିବା ପାଇଁ ଦିଲୀପ ରାୟଙ୍କ ପ୍ରୟାସ, ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ନଜର

ନୂଆଦିଲ୍ଲୀ/ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଏପର୍ଯ୍ୟନ୍ତ ରାୟ ଶୁଣାଇ ନାହାନ୍ତି। ଝାଡ଼ଖଣ୍ଡ ବ୍ଲକ ଆବଣ୍ଟନରେ ଅନିୟମିତତା ସହ ଜଡ଼ିତ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହେବା ଉପରେ…

ଇସ୍ରାଏଲର ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ବୋମାକୁ ନେଇ ଚିନ୍ତାରେ ଇରାନ

ତେଲ ଅଭୀବ: ସିରିୟାରେ ଥିବା ଇରାନର ବାଣିଜ୍ୟ ଦୂତାବସ ଉପରେ ଇସ୍ରାଏଲର ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପଂହଚିଛି । ଇରାନ ଖୋଲାଖୋଲି ଭାବେ ଏ ନେଇ ଇସ୍ରାଏଲକୁ ଧମକ ଦେଇଛି । ଯାହା ଫଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହା ମଧ୍ୟରେ ଇରାନ ସ୍ୱତନ୍ତ୍ର ଭାବେ…

ବୁନୁ ବନାମ ବାଇଆଁ: ଭୁବନେଶ୍ୱର ମଧ୍ୟକୁ ନେଇ ଦୋଛକିରେ ବିଜେଡି?

ଭୁବନେଶ୍ୱର: ଦିନ ଗଡୁଛି, କଳି ବଢୁଛି। ବିଜେଡିକୁ ନୟାନ୍ତ କଲାଣି ଭୁବନେଶ୍ୱର ମଧ୍ୟ ସିଟ୍ ! ବୁନୁ ବନାମ ବାଇଆଁ ! କାହାକୁ ପ୍ରାର୍ଥୀ କରିବ ଦଳ ? ଦିନକୁ ଦିନ ଅଣାୟତ ହେବାରେ ଲାଗିଛି ଭୁବନେଶ୍ୱର ମଧ୍ୟ ବିବାଦ । ବିଜେଡି ଟିକେଟ୍ ପାଇଁ ଚରମରେ ଗୋଷ୍ଠୀ କନ୍ଦଳ । ୩ ଥରରେ ବି ଛିଣ୍ଡିଲାନି…

ଆସନ୍ତୁ ଜାଣିବା କାହିଁକି ଆରସିବି ବିପକ୍ଷ ମ୍ୟାଚରେ ଗୋଲାପୀ ରଙ୍ଗର ଜର୍ସି ପିନ୍ଧିଲା ରାଜସ୍ଥାନ ଟିମ

ଜୟପୁର: ଚଳିତ ଆଇପିଏଲରେ ସୱାଇ ମାନସିଂହ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ରାଜସ୍ଥାନର ସମସ୍ତ ଟିମ ଗୋଲାପୀ ରଙ୍ଗର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ଗ୍ରାମୀଣ ଭାରତରେ ମହିଳା ସଶକ୍ତୀକରଣ ପାଇଁ…

୧୪ ବର୍ଷ ପରେ ଅଭିନୟ ଦୁନିଆକୁ ଫେରିଲେ ଫରଦୀନ

ମୁମ୍ବାଇ: ୧୪ ବର୍ଷ ପରେ ଅଭିନେତା ଫରଦୀନ ଖାଁ ଅଭିନୟ ଦୁନିଆକୁ ଫେରିଛନ୍ତି । ସଞ୍ଜୟ ଲୀଲା ଭନ୍ସାଲୀଙ୍କ ହୀରାମଣ୍ଡି ମାଧ୍ୟମରେ ସେ ପ୍ରତ୍ୟାବର୍ତନ କରିଛନ୍ତି । ସେ ଏହି ପିରିୟଡ ଡ୍ରାମା ସିରିଜରେ ଅଲୀ ମହମ୍ମଦଙ୍କ ଭୂମିକା କରୁଛନ୍ତି । ଫରଦୀନ ଶେଷ ଥର ପାଇଁ ୨୦୧୦ରେ ଦୁହ୍ଲା ମିଲ ଗୟା…

ଆରଟିଓଙ୍କୁ ପରିବହନ କମିସନରଙ୍କ ନିର୍ଦ୍ଦେଶ, ସମସ୍ତ ନିୟମ ତ୍ରୁଟିଶୂନ୍ୟ ଭାବେ ପାଳନ ହେଉ

କଟକ: ସାଧାରଣ ନିର୍ବାଚନକୁ ଚାପମୁକ୍ତ ଓ ଅବୈଧ ବଣ୍ଟନ ରୋକିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସଂପର୍କରେ ସମସ୍ତ ନିର୍ଦ୍ଦେଶାବଳୀର ତ୍ରୁଟିଶୂନ୍ୟ କାର୍ଯ୍ୟକାରିତା ପାଇଁ ସମସ୍ତ ଆରଟିଓଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର । ଆଦର୍ଶ ଆଚରଣ…

ସୂର୍ଯ୍ୟକୁମାର, ପନ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଲେଣି ଶିବମ ଦୁବେ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶିବମ ଦୁବେ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଟି୨୦ ବିଶ୍ୱକପ ପାଇଁ ସେ ନିଜ ଦାବୀଦାର ଉପସ୍ଥାପିତ କରି ସାରିଛନ୍ତି । ଦୁବେଙ୍କ ପ୍ରଦର୍ଶନ ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଶ୍ରେୟାଶ ଆୟାରଙ୍କ ପରି ଖେଳାଳିଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଭାରତର…

ସାଇ ପଲ୍ଲବୀ ରାମାୟଣ ଫିଲ୍ମ ପାଇଁ ନେବେ ୧୦ କୋଟି

ନୂଆଦିଲ୍ଲୀ: ଏବେ ସାଉଥ୍ ଷ୍ଟାର କେବଳ ନିଜ ରାଜ୍ୟରେ ନୁହଁ ବଲିଉଡ ଷ୍ଟାରଙ୍କ ସହ ମିଶି କାମ କରିବା ଆରମ୍ଭ କରିଛନ୍ତି।ଯାହା ଫଳରେ ବଲିଉଡ ତାରକାମାନେ ସାଉଥ୍ ଫିଲ୍ମରେ କାମ କରୁଥିବା ବେଳେ ଟଲିଉଡ ତାରକାମାନେ ବଲିଉଡରେ କାମ କରୁଛନ୍ତି । ବିଜୟ ସେଥୁପତି, ଜୁନିୟର ଏନଟିଆର, ରାମଚରଣ, ତାପସୀ…