ଜଳୁଛି ରାଜଧାନୀ ଭୁବନେଶ୍ଵର: ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ବରରେ ୩୬.୨ ଡିଗ୍ରୀ
ଭୁବନେଶ୍ଵର: ଜଳୁଛି ରାଜଧାନୀ ଭୁବନେଶ୍ଵର । ଗତକାଲି ୪୩.୫ ଡିଗ୍ରୀ ତାପମାତ୍ରା ସହିତ ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ମଧ୍ଯରେ ୧୧ତମ ସ୍ଥାନରେ ଥିଲା ଭୁବନେଶ୍ବର । ପ୍ରବଳ ଖରାରେ ଅସ୍ତବ୍ୟସ୍ତ ହେଉଛି ଜନ ଜୀବନ । ତେବେ ଗତକାଲିଠାରୁ ଆଜି ଖରା ସାମାନ୍ୟ କମିଥିବା ବେଳେ ଆଜି ଦିନ ସାଢ଼େ ୧୧…