ବିଜେପିର ୫ମ ପ୍ରାର୍ଥୀ ତାଲିକା: ମଣ୍ଡିରୁ ଲୋକସଭା ନିର୍ବାଚନ ଲଢିବେ ଅଭିନେତ୍ରୀ କଙ୍ଗନା ରଣାୱତ୍
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରକାଶ କଲା ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା । ଏହି ତାଲିକାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନାଁ ରହିଛି। ତାଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ହିମାଚଳର ମଣ୍ଡିରୁ ନିର୍ବାଚନ ଲଢିବେ। ସେହିପରି ସୀତା ସୋରେନଙ୍କୁ ଦୁମକାରୁ…