Latest Odisha News

BREAKING NEWS

ମେଣ୍ଟ ହେଲେ ବିଜେଡିର ଲାଭ କେତେ କ୍ଷତି କେତେ ?

ଭୁବନେଶ୍ଵର: ମେଣ୍ଟ ହେବ ନା ହେବନି ? କେବେ ହଁ କେବେ ନା । ଉଠୁଛି ପଡୁଛି ରାଜ୍ୟ ରାଜନୀତି । ପଲିଟିକାଲ ଗୋଲ୍ ସ୍କୋର ଭିତରେ ଚାଲିଛି ଲାଭ କ୍ଷତିର ହିସାବ ନିକାଶ । ମେଣ୍ଟ କାହାକୁ ଦେବ କେତେ ? ବିଜେଡି ପାଇବ କେତେ ହରାଇବ କେତେ ? ୨୦୦୦ ମସିହାରୁ ଶାସନ କ୍ଷମତାରେ ରହିଥିବା ବିଜେଡିକୁ…

ମିଶନ ଶକ୍ତି ସପୋର୍ଟ ଷ୍ଟାଫ୍ ଙ୍କ ପ୍ରୋତ୍ସାହନ ରାଶି ବଢ଼ାଇଲେ ସରକାର

ଭୁବନେଶ୍ବର: ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ । 5T ଅଧ୍ୟକ୍ଷଙ୍କ…

ବିଜେଡି-ବିଜେପି ମେଣ୍ଟ: ଭୁବନେଶ୍ୱରରୁ କାହାର ପ୍ରାର୍ଥୀ?

ଭୁବନେଶ୍ଵର: ଚର୍ଚ୍ଚା ହେଉଛି, ବିଜେଡି ସମ୍ମାନଜନକ ଭୁବନେଶ୍ୱର ଲୋକସଭା ସିଟ୍ ନିଜ ପାଖରେ ରଖିବାକୁ ଆଗ୍ରହୀ । କାରଣ ବି ବେଶ୍ ସ୍ପଷ୍ଟ, ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଲକ୍ଷ୍ୟ ରଖିଛି ବିଜେଡି । ଭୁବନେଶ୍ୱର ଜିତି ଗଡ ଦଖଲ କରିବା ସହ ଅପରାଜିତାଙ୍କୁ ନିର୍ବାଚନ ରାଜନୀତିରୁ ବିଦା…

ବିହାର ଏବଂ ୟୁପି ପାଇଁ ବିଜେପି ଜାରି କଲା ବିଧାନ ପରିଷଦ ପାର୍ଥୀ ତାଲିକା

ନୂଆଦିଲ୍ଲୀ: ବିହାର ଏବଂ ଉତ୍ତରପ୍ରଦେଶରେ ବିଧାନ ପରିଷଦ ନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିହାରର ୧୧ଟି ବିଧାନ ପରିଷଦ ଆସନର ନିର୍ବାଚନ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ବିଜେପି ୩ ଟି ଆସନର ପ୍ରାର୍ଥୀ ଘୋଷଣା କରିଛି। ସେହିପରି ଉତ୍ତରପ୍ରଦେଶର ୧୩ଟି ଏମଏଲସି…

ଆମଟେକ୍ ଅଟୋ ମାମଲାର ତଦନ୍ତ ଭାର ଇଡିକୁ ହସ୍ତାନ୍ତର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆମଟେକ୍ ଅଟୋ ମାମଲାର ତଦନ୍ତକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏଥିସହ ସୁପ୍ରିମକୋର୍ଟ ୨୭ ହଜାର କୋଟି ଟଙ୍କାର ଘୋଟାଲା ମାମଲାକୁ ନେଇ ଇଡିକୁ ୬ ମାସ ମଧ୍ୟରେ ରିପୋର୍ଟ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨…

ମହିଳା ପୂର୍ବରୁ ବିବାହ କରିଥିବାରୁ ମିଥ୍ୟା ପ୍ରତିଶ୍ରୁତି କହି ଦୁଷ୍କର୍ମ ଅଭିଯୋଗ କୁହାଯାଇ ପାରିବନି: ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ବିବାହର ମିଛ ପ୍ରତିଶୃତି ଦେଇ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆଧାରରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାକୁ ଖଣ୍ଡନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେତେବେଳେ ଉଭୟଙ୍କ ସମ୍ପର୍କ ଆରମ୍ଭ ହେଲା ସେତେବେଳେ ମହିଳା ଜଣକ ପୂର୍ବରୁ ବିବାହିତ…

ଲଞ୍ଚ ହେଲା ଦୁନିଆର ପ୍ରଥମ ଏଆଇ ଏୟାର ହୋଷ୍ଟେସ୍ ‘ସମା ୨.୦’, ଜାଣନ୍ତୁ କ’ଣ ରହିଛି ଏହାର…

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯଥା AI ର ବ୍ୟବହାର ଏବେ ସମସ୍ତ କ୍ଷେତ୍ରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଗୁଡିକ ର ବ୍ୟବାହର ଏବେ କ୍ରିଏଟିଭ କ୍ଷେତ୍ରରେ ମଧ୍ୟ ବହୁ ବ୍ୟବହୃତ ହେଉଛି । କତାର ଏୟାରୱେଜ୍ ମଧ୍ୟ ସମାନ କାର୍ଯ୍ୟ କରିଛି । କତାରର ସରକାରୀ ବିମାନ କମ୍ପାନୀ AI…

ଭାରତରେ କେବେ ଏବଂ କେଉଁଠାରେ ହେବ ଓସ୍କାର ୨୦୨୪ର ଲାଇଭ ଷ୍ଟ୍ରିମିଂ, ଜାଣନ୍ତୁ

ନୂଆଦିଲ୍ଲୀ: ୯୬ତମ ଏକାଡେମୀ ପୁରସ୍କାର ଯେତିକି ପାଖେଇ ଆସୁଛି, ଲୋକଙ୍କ ଭିତରେ ଉତ୍ସାହ ସେତିକି ବଢୁଛି | ବହୁ ପ୍ରତୀକ୍ଷିତ ପୁରସ୍କାର କାର୍ଯ୍ୟକ୍ରମ ମାର୍ଚ୍ଚ ୧୦ରେ ଆମେରିକାର ଲସ୍ ଆଞ୍ଜେଲ୍ସର ହଲିଉଡର ପ୍ରେସଟିଜିଅସ ଡଲବି ଥିଏଟରରେ ଅନୁଷ୍ଠିତ ହେବ । ଚତୁର୍ଥ ଥର ପାଇଁ ହାସ୍ୟ ଅଭିନେତା ଜେମି…

ନିର୍ବାଚନ ପୂର୍ବରୁ ଛପାଯିବ ‘ଛବିଳ ମଧୁ ବର୍ଣ୍ଣବୋଧ’, ଖୁବଶୀଘ୍ର ସ୍କୁଲକୁ ପଠାଯିବ ବହି

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ପୁଣି 'ଛବିଳ ବର୍ଣ୍ଣବୋଧ' ପଢ଼ିବେ । ପୁଣି ଥରେ ପ୍ରକାଶ ପାଇବ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ଛବିଳ ‘ବର୍ଣ୍ଣବୋଧ’ । ଭାଷା ସମୃଦ୍ଧ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବାବେଳେ, ଏହାର ପୁନଃ ମୁଦ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ଖଲିସ୍ତାନୀ ଆତଙ୍କୀ ହରଦୀପ ନିଜ୍ଜର ହତ୍ୟା ମାମଲା, ସିସିଟିଭି ଫୁଟେଜ୍ ଜାରି କଲା କାନାଡା ପୋଲିସ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଖଲିସ୍ତାନୀ ଆତଙ୍କୀ ହରଦୀପ ନିଜ୍ଜର ହତ୍ୟା ଘଟଣାର ସିସିଟିଭି ଭିଡିଓ । ଭିଡିଓ ଜାରି କଲା କାନାଡା ପୋଲିସ । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ କିପରି ଆତଙ୍କୀ ନିଜ୍ଜରକୁ ହତ୍ୟା କରିବା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କ କାରର ପିଛା କରୁଥିଲେ ଏବଂ ପରେ…