କଟକରେ ଅଟୋ ଚାଳକଙ୍କ ବେକ କାଟିଲେ ମଦ୍ୟପ
କଟକ:ଆରମ୍ଭ ହୋଇଛି ପାର୍ବଣ ଋତୁ। ଅଟୋ ପାର୍କିଂକୁ ନେଇ ୨ ଜଣ ମଦ୍ୟପ ଅଟୋ ଡ୍ରାଇଭରଙ୍କ ବେକ କାଟିଦେଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା କଟକ ଟାଉନ୍ରେ ଘଟିଛି। ଆହତ ଡ୍ରାଇଭରଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ମଧୁପାଟଣା ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି।
…