ଏଏଫସି ମହିଳା ଚାମ୍ପିୟନ୍ସ ଲିଗ: ଓଡିଶା ଏଫସିର ଶୋଚନୀୟ ପରାଜୟ
ଭୁବନେଶ୍ୱର: ଏଏଫସି ମହିଳା ଚାମ୍ପିୟନ୍ସ ଲିଗ ଫୁଟବଲରେ ରବିବାର ଓଡିଶା ଏଫସି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଗ୍ରୁପ ସିର ଏକ ମ୍ୟାଚରେ ଭିଏତନାମର ଥୋଙ୍ଗ ନାଟ ଷ୍ଟାଡିୟମରେ ଉରୱା ରେଡ ଡାଇମଣ୍ଡ ଲେଡିଜ ୧୭-୦ଗୋଲରେ ଶୋଚନୀୟ ଭାବେ ଓଡିଶା ଟିମକୁ ପରାସ୍ତ କରିଛି । ଜାପାନର ଏହି କ୍ଲବ…