Latest Odisha News

BREAKING NEWS

ନବରାତ୍ରୀ ୨୦୨୪: ପୂଜା ପାଇବେ ସ୍କନ୍ଦଙ୍କ ମାତା ସ୍କନ୍ଦମାତା

ଭୁବନେଶ୍ଵର: ପର୍ବତ ଉପରେ ରହି ସାଂସାରିକ ଜୀବଙ୍କ ମଧ୍ୟରେ ନବଚେତନାର ନିର୍ମାଣ କରୁଥିବା ମା’ ହେଉଛନ୍ତି ଦେବୀ ସ୍କନ୍ଦମାତା । ନବରାତ୍ରୀର ପଞ୍ଚମ ଦିନରେ ସ୍କନ୍ଦମାତା ରୂପରେ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି । ସ୍କନ୍ଦ କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବା କାରଣରୁ ମା'ଙ୍କ ନାମ…

ଖୁବଶୀଘ୍ର ୧୦ ହଜାର ନିଯୁକ୍ତି ଦେବ ଏସବିଆଇ

ନୂଆଦିଲ୍ଲୀ: ଦେଶର ବଡ଼ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଖୁବଶୀଘ୍ର ୧୦ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବ। ସୁବିଧାରେ ଗ୍ରାହକ ସେବା ଯୋଗାଇବା ସହିତ ଡିଜିଟାଲ୍ ମାଧ୍ୟମକୁ ସରଳ କରିବା ପାଇଁ ଏସ୍‌ବିଆଇ ଏ ଦିଗରେ ଯଥେଷ୍ଟ ନିବେଶ କରିଛି। ଏ…

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ରାଞ୍ଚୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଚମ୍ପାଇ ସୋରେନଙ୍କ ଶନିବାର ରାତିରେ ସ୍ବାସ୍ଥ୍ୟାବସ୍ଥା ବିଗିଡିଛି। ତାଙ୍କୁ ଜାମସେଦପୁର ଟାଟା ମେଡ଼ିକାଲ ହସ୍ପିଟାଲ (ଟିଏମଏଚ) ରେ ଭର୍ତ୍ତି କରାଯାଇଛି। ତାଙ୍କର ବ୍ଲଡ଼ ସୁଗାର ସ୍ତର କମିଯାଇଥିବା କିକିତ୍ସା କରୁଥିବା ଡାକ୍ତର…

ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପ: ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର…

ଭୁବନେଶ୍ୱର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ୧୨୦ କିଲୋଗ୍ରାମ+ ସବ୍ ଜୁନିୟର ବର୍ଗରେ ଡେଡ ଲିଫ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ବେଞ୍ଚ…

ରାଜ୍ୟସ୍ତରୀୟ ହକି ଚାମ୍ପିୟନଶିପ: ସୁନ୍ଦରଗଡ ଚାମ୍ପିୟନ

ରାଉରକେଲା: ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ସିନିୟର ପୁରୁଷ ରାଜ୍ୟସ୍ତରୀୟ ଚାମ୍ପିୟନଶିପରେ ସୁନ୍ଦରଗଡ ଚାମ୍ପିୟନ ହୋଇଛି । ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେକୁ ୪-୧ ଗୋଲରେ ପରାସ୍ତ କରି ସୁନ୍ଦରଗଡ ସ୍ୱର୍ଣ୍ଣ ପଦକ ଜିିତିଛି । ଦେଓଗଡକୁ ୪-୨ରେ ହରାଇ ଗାଙ୍ଗପୁର ହକି ଆସୋସିଏଶନ…

ଆଇଓଏର ତ୍ରୁଟିପୂର୍ଣ୍ଣ ସ୍ପନଶରଶିପ ଚୁକ୍ତି ଯୋଗୁ କ୍ଷତି ହୋଇଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ସଂଘ ରିଲାଏନ୍ସ ସହ ତ୍ରୁଟିପୂର୍ଣ୍ଣ ଚୁକ୍ତି କରି ଘାଟାରେ ପଡିଛି । ସିଏଜି ରିପୋର୍ଟ ଅନୁସାରେ ଆଇଓଏର ୨୪ କୋଟି ଟଙ୍କା ଏହି ଚୁକ୍ତି ବାବଦକୁ କ୍ଷତି ହୋଇଛି । ଆଇଓଏ ୨୦୨୨ରୁ ୨୦୩୦ ପର୍ଯ୍ୟନ୍ତ ରିଲାଏନ୍ସ ସହ ୧୦ଟି ମେଗା ଇଭେଂଟ ପାଇଁ ଚୁକ୍ତି କରିଥିଲା ।…

ପାଣି ବୋତଲକୁ ଦେଖି ଆଶ୍ଚର୍ଯ୍ୟ ହେଲେ କଲେକ୍ଟର, ନେଲେ ଆକ୍ସନ

ବାଘପତ: ଉତ୍ତରପ୍ରଦେଶ ବାଘପତରୁ ଏକ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି। ଏହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ମୁତବକ ବାଘପତ କଲେକ୍ଟର ଜିତେନ୍ଦ୍ର ପ୍ରତାପ ସିଂହ ଏକ କାର୍ଯକ୍ରମରେ ଉପସ୍ଥିତ ଥିଲେ। ତାଙ୍କୁ ଶୋଷ ଲାଗିବାରୁ ରଖାଯାଇଥିବା ପାଣି ବୋତଲକୁ…

କୋରିଓଗ୍ରାଫର୍‌ଙ୍କୁ ଝଟ୍‌କା: ଫେରାଇ ନିଆଗଲା ଜାତୀୟ ପୁରସ୍କାର

ମୁମ୍ବାଇ: କୋରିଓଗ୍ରାଫର ଜାନି ମାଷ୍ଟରଙ୍କୁ ଝଟକା। ଶାରୀରିକ ନିର୍ଯାତନା ଅଭିଯୋଗରେ ଜାନି ମାଷ୍ଟର ସେପ୍ଟେମ୍ବର ୧୯ରୁ ଜେଲରେ ଅଛନ୍ତି। ଏହାରି ଭିତରେ ତାଙ୍କୁ ଲାଗିଛି ଆଉ ଏକ ବଡ଼ ଝଟକା। 'ମେଘମ୍ କାରୁକଥା' ଗୀତ ପାଇଁ 'ଶ୍ରେଷ୍ଠ କୋରିଓଗ୍ରାଫି କ୍ୟାଟେଗୋରୀରେ ଜାନି ମାଷ୍ଟରଙ୍କୁ ଦିଆଯାଇଥିବା…

ବାୟୁସେନାର ଏୟାର ଶୋ’ ଦେଖିବା ବେଳେ ଅଘଟଣ, ୪ ମୃତ

ଚେନ୍ନାଇ: ଆଜି ଚେନ୍ନାଇର ମରୀନା ଏୟାରଫିଲ୍ଡରେ ୯୨ତମ ଭାରତୀୟ ବାୟୁସେନା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବାୟୁସେନା ପକ୍ଷରୁ ଏୟାର ଆଡଭେନଚର ଶୋ ଆୟୋଜିତ ହୋଇଥିଲା। ଖବର ଅନୁଯାୟୀ, ଏହି ଶୋ ଦେଖିବା ପାଇଁ ଟ୍ରେନ୍, ମେଟ୍ରୋ, ବସ୍ ଏବଂ କାର୍ ଯୋଗେ ପ୍ରାୟ ୧୩ ଲକ୍ଷ ଲୋକ ଏଠାରେ…

ପ୍ରଥମ ଟି୨୦ରେ ବାଂଲାଦେଶକୁ ସହଜରେ ହରାଇଲା ଟିମ ଇଣ୍ଡିଆ

ଗ୍ୱାଲିୟର: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଭାରତ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରି ନେଇଛି । ୧୨୮ ରନର ଲକ୍ଷ୍ୟକୁ ଟିମଇଣ୍ଡିଆ ୧୧.୫ ଓଭରରେ ହାସଲ କରି ନେଇଥିଲା । ଅଭିଷେକ ଶର୍ମା ୭ ବଲରୁ…