ଅକ୍ଷୟ କୁମାର ଓ ସନ୍ନି ଦେଓଲଙ୍କ ସହ ଫିଲ୍ମ କରିଥିଲେ ଦିବ୍ୟା ଭାରତୀ
ନୂଆଦିଲ୍ଲୀ: ଦିବ୍ୟା ଭାରତୀ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ୯୦ ଦଶକରେ ସେ ବହୁ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଅଭିନୟର ଯାଦୁ ଆଜି ବି ପ୍ରଶଂସକଙ୍କ ହୃଦୟରେ ରହିଛି । ତେବେ ୧୯ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଶୋଲା, ଶବନମ,…